ଦୁର୍ନୀତି ବିରୋଧରେ ପିଲାଏ ଧରିଲେ ତୂଳୀ, ନିର୍ବାଚିତ ଚିତ୍ରକୁ ନେଇ ଏମସିଏଲ୍ କରିବ ୨୦୧୯ କ୍ୟାଲେଣ୍ଡର
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=fjVuOSHUvAE]
ଦୁର୍ନୀତି ବିରୋଧରେ ବଡ଼ ବାର୍ତ୍ତା ଦେଇଛନ୍ତି କୁନି କୁନି ପିଲା। ଇଟିକିଲି ମିଟିକିଲିର ବାର୍ଷିକ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀମାନେ ଦୁର୍ନୀତି ବିରୋଧରେ ତୂଳୀ ଧରି ସଚେତନତାର ବାର୍ତ୍ତା...
ନିରଞ୍ଜନ କାହା ସହିତ ଲଢ଼ିବେ? ବିଜେପି ନା ବିଜେଡି ?
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ବିଜେପୁର ଉପନିର୍ବାଚନରେ ବିଜେପି ହାରିବା ପରେ ଦଳ ଭିତରେ ଏକ ଆତ୍ମବିଶ୍ୱାସର ସଙ୍କଟ ଦେଖାଦେଇଛି। କିନ୍ତୁ ପ୍ରଶ୍ନ ହେଉଛି ପରିବର୍ତ୍ତିତ ପରିସ୍ଥିତିରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ...
ଆମାଜନକୁ ଟକ୍କର ଦେବେ ଫ୍ଲିପକାର୍ଟ, ୱାଲମାର୍ଟ ଓ ଗୁଗଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଗଲ, ୱାଲମାର୍ଟ ଓ ଫ୍ଲିପକାର୍ଟ ମିଶି ଆମାଜନକୁ ଟକ୍କର ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଆମାଜନକୁ ଡାଉନ କରିବା ଲକ୍ଷ୍ୟ ନେଇ ୱାଲମାର୍ଟ ଭାରତର ସବୁଠାରୁ ବଡ଼ ଇ-କମର୍ସ କମ୍ପାନି ଫ୍ଲିପକାର୍ଟର...
ଥରେ ମାତ୍ର ସ୍କ୍ରିନ୍ ସେୟାର୍ କରିଛନ୍ତି ଓଲିଉଡର ଏହି ନାୟିକା ଯୋଡ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାଶ୍ୱେତା-ଅପରାଜିତାଙ୍କଠାରୁ ଆରମ୍ଭ କରି ଝିଲିକ୍-ଏଲିନାଙ୍କ ପର୍ଯ୍ୟନ୍ତ ଓଲିଉଡ ନାୟିକା ଯୋଡ଼ି ଗୋଟିଏ ମାତ୍ର ଫିଲ୍ମରେ ଏକତ୍ର ନଜର ଆସିଛନ୍ତି।
ଓଡ଼ିଆ ସିନେ ଜଗତର ଅଧିକାଂଶ ଲୋକପ୍ରିୟ ନାୟିକାମାନେ ସୋଲୋ ହିରୋଇନ୍ ଭାବେ ଫିଲ୍ମରେ...
ଲିଭରଜନିତ ରୋଗରୁ ରକ୍ଷା କରେ ତୁଳସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ତୁଳସୀ ଯେ କେବଳ ଆମର ଆସ୍ଥାର ପ୍ରତୀକ ହୋଇଥାଏ ତାହା ନୁହେଁ, ଏହି ବୃକ୍ଷଟିରେ ଭରି ରହିଥିବା ଔଷଧିୟ ଗୁଣ କାରଣରୁ ଆୟୁର୍ବେଦରେ ମଧ୍ୟ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଖିବାକୁ ମିଳିଥାଏ...
ତ୍ରୁଟିଥିବା ସତ୍ତ୍ୱେ ଏହିସବୁ ଫିଲ୍ମ ହୋଇଥିଲା ବ୍ଲକବଷ୍ଟର
ଓଡ଼ିଶାଲାଇଭ୍ ବ୍ୟୁରୋ
ଫିଲ୍ମଟିଏ ନିର୍ମାଣ କରାଯିବା ସମୟରେ ଏହାର ସବୁ ଦିଗ ପ୍ରତି ସତର୍କ ଦୃଷ୍ଟି ଦିଆଯାଇଥାଏ। କାହାଣୀଠୁ ଆରମ୍ଭ କରି ସଙ୍ଗୀତ, ଅଭିନୟ ସାଙ୍ଗକୁ ପୋଷ୍ଟ ପ୍ରଡକ୍ସନ୍ ଯାଏଁ ପ୍ରତିଟି ବିଷୟ ପ୍ରତି...
ପାତ୍ରେ ଦାନ – ଗୁରୁ ପରୀକ୍ଷା
ରବୀନ୍ଦ୍ର ନାରାୟଣ ମିଶ୍ର
ସବୁବେଳେ ସଠିକ୍ ବ୍ୟକ୍ତିଙ୍କୁ ହିଁ ଦାନ କରିବା ଉଚିତ୍। ଯଦି ଯୋଗ୍ୟତା ନ ଜାଣି ଭୁଲ୍ ବ୍ୟକ୍ତିଙ୍କୁ ଦାନ ଦିଆଯାଏ, ତେବେ ସେ ଦାନ ସବୁ ଦୃଷ୍ଟିରୁ କ୍ଷତିକାରକ ହୋଇଥାଏ।
ସବୁବେଳେ...
ପାଗଳପ୍ରେମୀ ସବ୍ୟସାଚୀ କ’ଣ ସତରେ ଫସିଗଲେ?
ଓଡ଼ିଶାଲାଇଭ୍ ବ୍ୟୁରୋ
‘ମୁଁ ସପନର ସୌଦାଗର’, ‘ମତେ ଆଣି ଦେଲ ଲକ୍ଷେ ଫଗୁଣ’, ‘ଧୀରେ ଧୀରେ ପ୍ରେମ ହେଲା’, ‘ତୋରମୋର ଯୋଡ଼ି ସୁନ୍ଦର’, ‘ମେଘ ସବାରୀରେ ଆସିବ ଫେରି’, ‘ଶଶୂର ଘର ଜିନ୍ଦାବାଦ’, ‘ଆଖି...
ଯଲିଉଡ଼ର ହିଟ୍ ନିର୍ଦ୍ଦେଶକ ଅଶ୍ରୁମୋଚନ ମହାନ୍ତିଙ୍କ ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଲିଉଡରୁ ବେଶ୍ କେତେଜଣ କଳାକାର ଯଲିଉଡକୁ ଯାଇଛନ୍ତି। ଏମାନଙ୍କ ଭିତରୁ କେତେକଙ୍କୁ ମାତ୍ରାଧିକ ସଫଳତା ମିଳିଛି। ହେଲେ ଆଉ କେତେକ ଯଲିଉଡ ସହ ଖାପ ଖୁଆଇ ନ ପାରି ଫେରିଆସିଛନ୍ତି। ଓଲିଉଡର...
ଓଜନ କମାଇବ ଗୋଲମରିଚ
ଓଡ଼ିଶାଲାଇଭ୍ ବ୍ୟୁରୋ
ରୋଷେଇ ଘରେ ବ୍ୟବହୃତ ହେଉଥିବା ଗୋଲମରିଚର ବହୁ ଔଷଧୀୟ ଗୁଣ ରହିଛି। ଏଥିରେ ପିପରିନ୍ ନାମକ ଏକ ତତ୍ତ୍ଵ ରହିଥାଏ। ଯାହା ସ୍ଵାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ।
ଗୋଲମରିଚରେ ଆଇରନ, ପୋଟାସିୟମ,...





















