ଅମିତ ଶାହାଙ୍କ ‘ମିଶନ୍-୧୨୦ ପ୍ଲସ୍’: ନବୀନ କହିଲେ, “ଅତିରଞ୍ଜିତ”
ଓଡ଼ିଶାଲାଇଭ୍ ବ୍ୟୁରୋ
ଅମିତ ଶାହାଙ୍କ ମିଶନ୍-୧୨୦ ଗଣିତକୁ ନେଇ ପୁଣି ରାଜ୍ୟ ରାଜନୀତିରେ ଝଡ଼ ଉଠିଛି। ଶାହାଙ୍କ '୧୨୦ ପ୍ଲସ୍' ଆସନର ଜବାବ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦେଇଛନ୍ତି।
ଭବାନିପାଟଣା ସମାବେଶରେ ମିଶନ୍-୧୨୦ ସମ୍ପର୍କରେ...
ଗୁଜୁରାଟରେ ପ୍ରବାସୀ ଓଡ଼ିଆ ପାଳିଲେ ଉତ୍କଳ ଦିବସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜୁରାଟ ଗାନ୍ଧିନଗରରେ ପ୍ରବାସୀ ଓଡ଼ିଆ ପାଳିଛନ୍ତି ଉତ୍କଳ ଦିବସ। ନାଚ, ଗୀତରେ ମସଗୁଲ୍ ହୋଇ ଓଡ଼ିଶାର କଳା-ସଂସ୍କୃତିକୁ ମନେପକାଇଛନ୍ତି ପ୍ରବାସୀ ଓଡ଼ିଆ।
ଏପ୍ରିଲ୍-୧ରେ ଓଡ଼ିଶାରେ ଉତ୍କଳ ଦିବସ ଧୁମ୍ଧାମରେ ପାଳନ ହୋଇଥିବା ବେଳେ...
ଭିତର ରତ୍ନଭଣ୍ଡାର ଚାବି: ଜିଲ୍ଲାପାଳ କହିଲେ ଟ୍ରେଜେରୀରେ ନାହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ରହସ୍ୟମୟ ଭିତର ରତ୍ନଭଣ୍ଡାରର ଚାବି ଏବେ କାହା ପାଖରେ? ଜିଲ୍ଲା ଟ୍ରେଜେରୀରେ ଚାବି ନଥିବା ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିବା ପରେ ରତ୍ନଭଣ୍ଡାର ଅପେକ୍ଷା ଚାବି ଏବେ ରହସ୍ୟମୟ ହୋଇଯାଇଛି।
ମହାବାହୁଙ୍କ...
ଯୋଧପୁର ଜେଲରେ ସଲମାନ୍: ଖାଇବେ ବାଇଗଣ ତରକାରୀ-ରୁଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ସଲମାନ୍ ଖାନ୍ ଏବେ ଯୋଧପୁର ଜେଲରେ କଏଦୀ ନମ୍ବର-୧୦୬। ଅନ୍ୟ କଏଦୀଙ୍କ ଭଳି ସଲୁ ଆଜିଠାରୁ ବନ୍ଦୀ ଜୀବନ କାଟିବେ। ବାଇଗଣ ତରକାରୀ ସାଙ୍ଗକୁ ରୁଟି ଏବଂ ଡାଲି ଖାଇବେ ଏହି...
ଗଞ୍ଜାମରେ ବୃଦ୍ଧି ପାଉଛି ବିରଳ କୃଷ୍ଣସାର ମୃଗଙ୍କ ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଞ୍ଜାମ ଜିଲ୍ଲାର ଭେଟନଇ-ବାଲିପଦାର କୃଷ୍ଣସାର ମୃଗଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି। ଏକଥା କହିଛନ୍ତି ଓଡ଼ିଶା ବନ ବିଭାଗ।
ଗଞ୍ଜାମ ଜିଲ୍ଲା ଭେଟନଇ-ବାଲିପଦାର ଅଞ୍ଚଳରେ ବହୁ ବର୍ଷ ଧରି ଦେଖିବାକୁ ମିଳୁଥିବା...
ବଲାଙ୍ଗିରରେ ଗର୍ଜିଲେ ଅମିତ ଶାହା: କହିଲେ, “୧୨୦ରୁ ଅଧିକ ଆସନ ଜିତିବୁ”
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲାଙ୍ଗିର ଯୁବ ସମାବେଶରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା। ୨୦୧୯ରେ ୧୨୦ରୁ ଅଧିକ ଆସନରେ ଜିତିବୁ ବୋଲି ଶାହା କହିଛନ୍ତି।
"ଭବାନିପାଟଣା ସମାବେଶରେ ମିଶନ୍-୧୨୦ କଥା...
ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ରହସ୍ୟ, କାହା ପକେଟରେ ଅସଲ ଚାବି?
ନୀଳାମ୍ବର ରଥ ଓ ସରୋଜ ମହାପାତ୍ର
ରତ୍ନଭଣ୍ଡାରର ଅଲୌକିକତାଠାରୁ ଏବେ ଅଧିକ ରହସ୍ୟମୟ ହୋଇପଡ଼ିଛି ଏହାର ଚାବି। କାହା ପକେଟରେ ରହିଛି ଭିତର ଭଣ୍ଡାରର ଅସଲ ଚାବି? ପ୍ରଶାସନ ଯେଉଁ ପାଞ୍ଚ ନେନ୍ଥା ଚାବି...
ବଲାଙ୍ଗିର ଦେଓଗାଁରେ ଦଳିତଙ୍କ ଘରେ ଖାଇଲେ ଅମିତ ଶାହା
ଓଡ଼ିଶାଲାଇଭ୍ ବ୍ୟୁରୋ
ଖଲିପତ୍ରରେ ଖାଇଲେ ଅମିତ ଶାହା
ଭାତ ସାଙ୍ଗକୁ ମୁଗ ଡାଲି ଏବଂ ଶାଗ-ବଡ଼ିର ମଜାନେଲେ
ଗହମ ଖିରୀ-ପିଠା ବି ଖାଇଲେ
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ସଭାପତି...
ଜେଲ୍ ଗଲେ ସଲମାନ୍: ଦୁଇ ଭଉଣୀଙ୍କ ଆଖିରେ ଲୁହ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=m_T25_vIAdc]
ଅଭିନେତା ସଲମାନ ଖାନ୍ଙ୍କୁ ଜେଲ୍। ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଯାଇଛନ୍ତି ଦବଙ୍ଗ ଷ୍ଟାର୍ ସଲମାନ୍।
ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ...
ଆଜିର ବଡ଼ ଖବର (୫ ଏପ୍ରିଲ ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
-ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଅମିତ୍ ଶାହା ଦ୍ୱିତୀୟ ଦିନରେ ବଲାଙ୍ଗୀର ଜିଲାରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଯୁବ ସମାବେଶରେ ଯୋଗ ଦେଇଛନ୍ତି। ଅମିତ ଶାହା ବଲାଙ୍ଗିରରେ ପହଞ୍ଚି ଦେଓଗାଁର...





















