୨୦୧୯ ପାଇଁ ସଜବାଜ: ସମତାକ୍ରାନ୍ତି ଦଳରେ ବିଲୟ ହେଲା ଓଡ଼ିଶା ଜନମୋର୍ଚ୍ଚା
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ନିର୍ବାଚନକୁ ଆହୁରି ବର୍ଷେ ବାକି ଅଛି। ହେଲେ ଏହା ପୂର୍ବରୁ ଓଡ଼ିଶା ରାଜନୀତି ସରଗରମ୍ ହୋଇଯାଇଛି। ବିଜେପି-ବିଜେଡି-କଂଗ୍ରେସ ମଧ୍ୟରେ ୨୦୧୯କୁ ନେଇ ଛକାପଞ୍ଝା ଲାଗି ରହିଥିବା ବେଳେ ଅନ୍ୟ ଆଞ୍ଚଳିକ...
ଓଡ଼ିଶାର ଅନ୍ୟତମ ଧନୀ ବିଧାୟକ ଗଢ଼ିବେ ନୂଆଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭାର ଅନ୍ୟତମ ଧନୀ ବିଧାୟକ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଗଢୁଛନ୍ତି ନୂଆ ରାଜନୈତିକ ଦଳ।
ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଗଢ଼ିବେ ନୂଆ ରାଜନୈତିକ ଦଳ। ଏନେଇ...
ସଫଳ ଉପନ୍ୟାସ ଲେଖିବା କଷ୍ଟସାଧ୍ୟ ବ୍ୟାପାର: ବାଲେନ୍ଦୁ ଦ୍ୱିବେଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଣିଷ ଭିତରେ ବିଭିନ୍ନ ପ୍ରକାରର କ୍ଷମତା ରହିଛି। ତା’ ସହିତ ଭରି ରହିଛି ଛଳ, କପଟ, ପ୍ରେମ। ଏପରିକି ଭଗବାନ ଶଙ୍କର ମଧ୍ୟ ଏଥିରୁ ନିଜକୁ ଦୂରେଇ ରଖିପାରି ନାହାନ୍ତି। ତେଣୁ...
୧୭ରୁ ଭୁବନେଶ୍ୱରରେ ସର୍ବଭାରତୀୟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସମ୍ମିଳନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=ACfL50yVkxU]
୧୬ ବର୍ଷ ପରେ ଓଡ଼ିଶାରେ ତୃତୀୟ ଥର ପାଇଁ ଆୟୋଜନ ହେଉଛି ସମ୍ମିଳନୀ
ସମ୍ମିଳନୀରେ ଯୋଗଦେବେ ୮ ହଜାରରୁ ଅଧିକ ବିଶେଷଜ୍ଞ
ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
...
୧୪ ଜିଲ୍ଲାରେ ଅସମ୍ଭାଳ ଜାଡ଼: ୧୦ ଡିଗ୍ରୀ ତଳେ ପାରଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ହାଡ଼ଥରା ଜାଡ଼ରେ ଅସମ୍ଭାଳ ହୋଇଯାଇଛି ଓଡ଼ିଶା। ପ୍ରବଳ ଥଣ୍ଡା ଯୋଗୁଁ ବେହାଲ୍ ହୋଇଯାଇଛି ଜନଜୀବନ। ଦିନକୁ ଦିନ ପାରଦ ଖସୁଥିବାରୁ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇଯାଇଛି।
ରାଜ୍ୟରେ ଲାଗି ରହିଛି ଶୀତ...
ଫୋକସରେ ୨୦୧୯: ଲୋକଙ୍କୁ ଖୁସି ଦେଲା ଭଳି ବଜେଟ୍ ଆଗତ କରିବେ ସରକାର!
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ନିର୍ବାଚନ ପୂର୍ବରୁ ୨୦୧୮ ହେଉଛି ଶେଷ ବଜେଟ୍। ବଜେଟ୍ର ରୂପରେଖ କ'ଣ ହେବ ସେନେଇ ଆଜି ବସିଥିଲା ପ୍ରାକ୍ ନିର୍ବାଚନୀ ବୈଠକ। ସବୁ ବର୍ଗର ଭୋଟରଙ୍କ ମନ ଜିଣିବା ପାଇଁ...
ବିଜେପୁର ଗୁଳି: ରାଜଧାନୀରେ ଥମୁନି ରାଜନୀତି କଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ବରଗଡ଼ ଏସ୍ପିଙ୍କୁ ଟାର୍ଗେଟ୍ କଲା ବିଜେପି
ବିଜେପି କହିଲା, "ବିଜେଡି ମୁଖପାତ୍ରଙ୍କ ଭଳି କଥା କହୁଛନ୍ତି ଏସ୍ପି"
ବିଜେପୁରରେ ଭିତ୍ତିଭୂମି ସୁଦୃଢ଼ ପାଇଁ ବିଜେପି କରୁଛି ହୀନ ରାଜନୀତି: ବିଜେଡି
...
ବେନାମି ସମ୍ପତି ଥିଲେ ୭ବର୍ଷ ଜେଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ହୁସିଆର୍ ସରକାରୀ ବାବୁ। ବେନାମି ସମ୍ପତ୍ତି ରଖିଥିଲେ ଭୋଗିବାକୁ ପଡିବ ଜେଲ୍।
ବେନାମି ସମ୍ପତି ରଖୁଥିବା ବାବୁମାନେ ଏଣିକି ସଚେତନ ହୋଇଯାନ୍ତୁ। ନଚେତ୍ ଭୋଗିବାକୁ ପଡିପାରେ ଜେଲ୍ ଦଣ୍ଡ। ଏଭଳି ସୂଚନା ଦେଇଛନ୍ତି...
ଯାତ୍ରୀବାହୀ ଟ୍ରେନରେ ନିଆଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାରର ମୋକମାରେ ପାଟଣା-ମୋକାମା ପାସେଞ୍ଜର ଟ୍ରେନରେ ନିଆଁ ଲାଗିଯାଇଛି। ଗତକାଲି ରାତିରେ ହଠାତ୍ ନିଆଁ ଲାଗିଯିବାରୁ ୬ଟି ବଗି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ଏହି ଫାଷ୍ଟ୍ ପାସେଞ୍ଜରର ଦୁଇଟି ଇଞ୍ଜିନ୍...
୫ ହଜାର ପୋର୍ଟାଲ ବ୍ଳକ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଙ୍ଗୁଳି ଛାପରେ ହେବ ଆଧାର ସଂଶୋଧନ
ଜଣେ ବ୍ୟକ୍ତିର ଗୋପନୀୟ ତଥ୍ୟ ପ୍ରଘଟ ହୋଇଯାଉଥିବାରୁ ଆବଶ୍ୟକ କାଗଜପତ୍ର ଦେଇ ଆଉ ଅନ୍ଲାଇନ୍ କିମ୍ବା ଅଫ୍ଲାଇନରେ ଆଧାରକାର୍ଡ ସଂଶୋଧନ ହୋଇପାରିବ ନାହିଁ। ପୂର୍ବରୁ...





















