ମଲ୍ରେ ଅଗ୍ନିକାଣ୍ଡ; ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଡମଣାଛକ ନିକଟରେ ଥିବା ଭେନସ ଡେଲିମାର୍ଟରେ ନିଆଁ ଲାଗି କୋଟିଏ ଟଙ୍କାର ସମ୍ପତ୍ତି ଛାରଖାର ହୋଇଯାଇଛି।
ଏହି ବଡ଼ ଧରଣର ଅଗ୍ନିକାଣ୍ଡକୁ ଆୟତ କରିବା ପାଇଁ ଅଗ୍ନିଶମ...
ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡ଼ିଲା ଲାଞ୍ଚ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭଦ୍ରକ ସହର ନିକଟସ୍ଥ ବାରିଘରିଆ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଲାଞ୍ଚ ନେବା ମହଙ୍ଗା ପଡ଼ିଛି। ପ୍ରଧାନ ଶିକ୍ଷୟିତ୍ରୀ ଅଭୟ ପ୍ରଧାନ ୮,୨୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...
ବିଶ୍ୱବିଦ୍ୟାଳୟକୁ ବିଶ୍ୱ ସହ ଯୋଡ଼ିବାର ସମୟ ଆସିଛି: ରାଜ୍ୟପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୧୯ତମ ପ୍ରତିଷ୍ଠା ଦିବସ
ସମୟ ସହ ତାଳଦେଇ ଚାଲିବାକୁ ହେବ। ଶ୍ରେଷ୍ଠ ୨୦୦ ମଧ୍ୟରେ ରହିବାକୁ ପଡିବ। ବିଶ୍ୱବିଦ୍ୟାଳୟକୁ ବିଶ୍ୱ ସହ ଯୋଡିବାର ସମୟ ଆସିଛି ବୋଲି ଓଡ଼ିଶାର...
ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଏକ ସୁଯୋଗ; ଡାକଟିକେଟ ସଂଗ୍ରହ କରୁଥିଲେ ମିଳିବ ବୃତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ଏକ ନିର୍ଦ୍ଦିଷ୍ଟ ସମୟର ସାମାଜିକ, ରାଜନୀତିକ ଓ ଅର୍ଥନୀତିର ବ୍ୟବସ୍ଥା ଡାକଟିକେଟରେ ପ୍ରତିଫଳିତ ହୋଇଥାଏ। ଡାକଟିକେଟ ସଂଗ୍ରହ କରୁଥିବା ବ୍ୟକ୍ତି କିମ୍ବା ଛାତ୍ରଛାତ୍ରୀଙ୍କ ଜ୍ଞାନ ଏହା ମାଧ୍ୟମରେ ବିକଶିତ ହୋଇଥାଏ।...
ଆଲୁମିନିୟମ୍ ଉତ୍ପାଦନରେ ନାଲ୍କୋ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି: ରାଜ୍ୟପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=aDSVCkS9sD0]
୩୮ତମ ପ୍ରତିଷ୍ଠା ଦିବସ ପାଳନ କରିଛି ନବରତ୍ନ କମ୍ପାନି ନାଲ୍କୋ। ନାଲ୍କୋ ଅଡିଟୋରିୟମ୍ ହଲ୍ରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଡକ୍ଟର ଏସ୍ ସି...
ବଢ଼ିଲାନି ଧାନର ଏମ୍ଏସପି: ୮ରୁ ୧୨ଟି ଜିଲ୍ଲାରେ ବିଜେଡିର ଆନ୍ଦୋଳନ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରି ନଥିବାରୁ ବିଜେଡି ଜାନୁଆରୀ ୮ ତାରିଖରୁ ୧୨ଟି ଜିଲ୍ଲାରେ କରିବ ଆନ୍ଦୋଳନ। ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ।
ବଢ଼ିଲାନି ଧାନର...
ଗୀତ ଓ ସଙ୍ଗୀତର ପାୱାର ବ୍ୟାଙ୍କ୍ ଦେବଶ୍ରୀ
ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି
ବାପା ଭଲ ତବଲା ବଜାଉଥିଲେ। ବଂଶୀବାଦନ ବି ଜାଣିଥିଲେ। ଏଣୁ ସଙ୍ଗୀତର ଏକ ପରିବେଶରେ ବଢ଼ିଥିବା ଦେବଶ୍ରୀ ମହାନ୍ତି ବାପାଙ୍କ କଳାକୁ ଆପଣାଇ ନେଇଛନ୍ତି। ସଙ୍ଗୀତରେ ପାହାଚ ପରେ...
କ’ଣ ହେବ ତିନି ତଲାକ୍ ବିଲର ଭାଗ୍ୟ?
ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଧବାର ପରି ଗୁରୁବାର ମଧ୍ୟ ତିନି ତଲାକ୍ ବିଲ୍କୁ ନେଇ ରାଜ୍ୟସଭାରେ ହଙ୍ଗାମା ହୋଇଛି। ବିରୋଧୀଙ୍କ ହୋ ହଲ୍ଲା ଯୋଗୁଁ ଆଜିର କାର୍ଯ୍ୟକାଳ ଅଚଳ ହୋଇଯାଇଛି। ଫଳରେ ରାଜ୍ୟସଭାକୁ ଶୁକ୍ରବାର ପର୍ଯ୍ୟନ୍ତ...
ବ୍ରହ୍ମପୁରରୁ ଗଡ଼ିଲା ଦ୍ୱିତୀୟ ପର୍ଯ୍ୟାୟ ତୀର୍ଥଯାତ୍ରୀ ଟ୍ରେନ୍: ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦ୍ୱିତୀୟ ପର୍ଯ୍ୟାୟ ତୀର୍ଥଯାତ୍ରୀ ଟ୍ରେନକୁ ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଟ୍ରେନ୍ ଆନ୍ଧ୍ରପ୍ରଦେଶର ତିରୁପତି ଏବଂ ଭେଲୋରକୁ ଯାତ୍ରା କରିଛି। ୯୫୭ ଜଣ ବରିଷ୍ଠ...
ବଢ଼ିବ ମେଡିକାଲ ପ୍ରଫେସରଙ୍କ ଦରମା
ଓଡ଼ିଶାଲାଇଭ୍ ବ୍ୟୁରୋ
ମେଡିକାଲ ପ୍ରଫେସରଙ୍କ ଦରମା ବଢ଼ାଇବା ପାଇଁ ଓଡ଼ିଶା ସରକାର ଚିନ୍ତା କରିଛନ୍ତି। ରାଜ୍ୟର ଏସ୍ସିବି ମେଡିକାଲ କଲେଜ, ଏମ୍କେସିଜି,ସହୀଦ ଲକ୍ଷ୍ମଣ ନାୟକ, ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ୍ କୋରାପୁଟ, ଭୀମସାର, ବୁର୍ଲା,...





















