ଆଜିଠୁ ବର୍ଷା: ଦକ୍ଷିଣ ସମେତ ଉପକୂଳ ଓଡ଼ିଶାରେ ବର୍ଷିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଘନୀଭୂତ ହେଉଛି ଲଘୁଚାପ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଆଜିଠୁ ହେବ ବର୍ଷା। ୧୫ ତାରିଖରୁ ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷା ହେବ। ଅଦିନିଆ ବର୍ଷାକୁ ନେଇ ଚାଷୀ ପଡ଼ିଛନ୍ତି ଚିନ୍ତାରେ।
ଘନୀଭୂତ...
ଜନ୍ମଦିନରେ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବହୁ ବିଶିଷ୍ଟ ବ୍ୟକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୨୮ତମ ଜନ୍ମଜୟନ୍ତୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ...
ରାଜ୍ୟରେ ସାଇବର ଅପରାଧ ସାଂଘାତିକ ଭାବରେ ବଢୁଛି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ କ୍ରାଇମ ବ୍ରାଞ୍ଚର ଏହି ଖବରଟି ନିଶ୍ଚିତ ଭାବେ ବିବ୍ରତ କରିବା ଭଳି ଖବର। କ୍ରାଇମବ୍ରାଞ୍ଚର ତଥ୍ୟ ଅନୁଯାୟୀ ବିଗତ କିଛି ମାସ ମଧ୍ୟରେ ସାଇବର ଅପରାଧ ଅସମ୍ଭବ ରକମ୍ ବଢ଼ିଛି।...
‘ବାଂଲା ରସଗୋଲା’ କୁ ମିଳିଲା ଜିଆଇ ଟ୍ୟାଗ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଂଲା ରସଗୋଲାକୁ ମିଳିଲା ଜିଆଇ ଟ୍ୟାଗ୍। ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖୁସି ଜାହିର କରିଛନ୍ତି। ହେଲେ ଓଡ଼ିଶା ସରକାର ଏପର୍ଯ୍ୟନ୍ତ ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରି...
କାମ ଛାଡି ଭିକାରି ଖୋଜନ୍ତୁ; ଜଣଙ୍କୁ ଧରାଇ ଦେଲେ ୫୦୦
ଓଡ଼ିଶାଲାଇଭ୍ ବ୍ୟୁରୋ
କାମ ଛାଡି ଭିକାରି ଖୋଜିଲେ ବି ପକେଟକୁ ଟଙ୍କା ଆସିଯିବ। କାରଣ ଜଣେ ଭିକାରି ଠାବ କଲେ ମିଳିବ ୫୦୦ ଟଙ୍କା। ଏହି ଟଙ୍କା ଅନ୍ୟ କେହି ନୁହେଁ, ପୋଲିସ ଦେବ।...
ଶିଶୁଦିବସରେ ମୁଖ୍ୟମନ୍ତ୍ରୀ ଦେଲେ ସଫଳତାର ମନ୍ତ୍ର: ଓଡ଼ିଆ ଭାଷାରେ ଭଲ ନମ୍ବର ରଖିଲେ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତି ବ୍ଲକର ୧୦ ପିଲାଙ୍କୁ ମିଳିବ ୫ ହଜାର
ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖିଥିବା ପିଲାଙ୍କୁ ମେଧାବୃତ୍ତି
ଶୁଭାରମ୍ଭ ହେବ ‘ମୋ ସ୍କୁଲ କ୍ୟାମ୍ପେନ୍’
ଗଠନ ହେବ ୧୦୦...
ବଦଳିବ ହୋମ୍ ଗାର୍ଡଙ୍କ ଚେହେରା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ନିଯୁକ୍ତ ଥିବା ହୋମ୍ ଗାର୍ଡଙ୍କର ସବୁ କିଛି ବଦଳିବାକୁ ଯାଉଛି - ୟୁନିଫର୍ମଠୁ ଟୋପି ଓ ଦରମା ଇତ୍ୟାଦି। ସେମାନଙ୍କୁ ଭଲ ଦରମା ତ ମିଳିବ ଏଥିସହିତ ଆବଶ୍ୟକୀୟ ତାଲିମ...
ନବୀନଙ୍କ ‘ମନ୍ କି ବାତ୍’କୁ ବିଜେପିର ଡିଜିଟାଲ ଆଟାକ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ବିଜେପି କରିଛି ଆକ୍ଷେପ। ସ୍ବତନ୍ତ୍ର ୱେବସାଇଟ୍ ଖୋଲି ରାଜ୍ୟ ସରକାରଙ୍କ ବିଫଳତାକୁ ଉଲ୍ଲେଖ କରି ସରକାରଙ୍କୁ ଘେରିଛି।
୧୭ ବର୍ଷ ପରେ ମୁଖ୍ୟମନ୍ତ୍ରୀ...
ନାଲକୋ ଅଧ୍ୟକ୍ଷଙ୍କୁ ଭେଟିଲେ କାନାଡା ପ୍ରତିନିଧି ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ନାଲ୍କୋ ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦଙ୍କୁ ଆଜି କାନାଡାର ପ୍ରତିନିଧି ଦଳ ଭେଟିଛନ୍ତି। ଭୁବନେଶ୍ବର ଅଫିସ୍ରେ ଏହି ଟିମ୍ ନାଲ୍କୋ ଅଧ୍ୟକ୍ଷଙ୍କୁ ଭେଟି ଉତ୍ପାଦନ ବୃଦ୍ଧି ନିମନ୍ତେ ବୈଷୟିକ ଜ୍ଞାନ...
‘ଓଡ଼ିଆ ବିଭବ ଡଟ୍ ଇନ୍’ ୱେବସାଇଟ୍ ଲୋକାର୍ପିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଆଦିର ସୁରକ୍ଷା ପାଇଁ କାମ କରୁଥିବା 'ସୃଜନିକା' ଅନୁଷ୍ଠାନ ପକ୍ଷରୁ ଓଡ଼ିଆ ବିଭବ ଡଟ୍ ଇନ୍ ୱେବସାଇଟ୍ ଲୋକାର୍ପିତ ହୋଇଛି। ପୁରୁଣା ଓଡ଼ିଆ ପୁସ୍ତକ, ପତ୍ରିକା,...





















