ବ୍ଲୁ-ହ୍ବେଲ୍‌ ହେଉଛି ଜାତୀୟ ସମସ୍ୟା: ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୃତ୍ୟୁର ଖେଳ ବ୍ଲୁ-ହ୍ବେଲ୍‌କୁ କଡ଼ା ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ। କହିଛନ୍ତି, ଏହା ଏକ ଜାତୀୟ ସମସ୍ୟା। ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ଏହି ମୃତ୍ୟୁର ଖେଳ ସମ୍ପର୍କରେ ବ୍ୟାପକ...

ଟଳିନି ବିପଦ: ଭେଣ୍ଟିଲେଟରରେ ଜଗା-କାଳିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦ୍ବିତୀୟ ପର୍ଯ୍ୟାୟ ଅପରେସନ୍‌ ପରେ ଅଲଗା ହୋଇଛନ୍ତି ଜଗା-କାଳିଆ। ଉଭୟଙ୍କୁ ଦିଲ୍ଲୀ ଏମ୍‌ସର ଭେଣ୍ଟିଲେଟରରେ ରଖାଯାଇଛି। ଆଗାମୀ ୧୮ ଦିନ ଉଭୟଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ଏମ୍‌ସ ପକ୍ଷରୁ କୁହାଯାଇଛି। ଯୋଡ଼ା ମୁଣ୍ଡରୁ...

ପୋଲିସ ପାହାର ଖାଇଲେ ଜିଆର୍‌ଏସ୍‌, ପୂରଣ ହେଲାନି ଦାବି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜରାସ୍ତାରେ ପୁଣି ଲଢ଼େଇ। ଧସ୍ତାଧସ୍ତି ହେଲେ ଗ୍ରାମ ରୋଜଗାର ସେବକ ଏବଂ ପୋଲିସ। ଲାଠି ମାଡ଼ରେ ଲହୁଲୁହାଣ ହେଲେ ୨୦ରୁ ଅଧିକ ଜିଆର୍‌ଏସ୍‌। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆଜି...

ଅସୁସ୍ଥ ସୋନିଆ, ସାର୍‌ ଗଙ୍ଗାରାମ୍ ହସ୍ପିଟାଲରେ ଭର୍ତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସ ଉପାଧ୍ୟକ୍ଷ ସୋନିଆ ଗାନ୍ଧି ପୁଣି ହୋଇ ଯାଇଛନ୍ତି ଅସୁସ୍ଥ। ତାଙ୍କୁ ଚିକିତ୍ସା ନିମନ୍ତେ ନୂଆଦିଲ୍ଲୀର ସାର୍‌ ଗଙ୍ଗାରାମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋନିଆଙ୍କର ପେଟ ଜନିତ ସମସ୍ୟା ରହିଥିବା ଜଣାପଡ଼ିଛି। ହିମାଞ୍ଚଳ...

ଭୁବନେଶ୍ୱରରେ ଖୋଲିଲା ଡକ୍ଟର ଅଗ୍ରୱାଲସ୍ ଚକ୍ଷୁ ଚିକିତ୍ସାଳୟ, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

ଓଡ଼ିଶାଲାଇଭ୍‍ ବ୍ୟୁରୋ [youtube https://www.youtube.com/watch?v=MFiVYzqwOyU] ରାଜଧାନୀ ଭୁବନେଶ୍ୱରର ସହୀଦନଗରର ବିଏମସି ଭବାନୀ ମଲରେ ଖୋଲିଲା ଡକ୍ଟର ଅଗ୍ରୱାଲସ ଚକ୍ଷୁ ଚିକିତ୍ସାଳୟ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଚକ୍ଷୁରୋଗୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବା...

ରାଜ୍ୟପାଳ ଏସ୍‌. ସି. ଜମିରଙ୍କୁ ଭେଟିଲେ ସୋନିକା ରୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଆ ଝିଅ ସୋନିକା ରୟ ଫିଲିପାଇନ୍‌ସଠାରେ ହେବାକୁ ଥିବା ‘ମିସ୍‌ ଏସିଆ ପାସିଫିକ୍‍ ଇଣ୍ଟରନ୍ୟାସନାଲ ୨୦୧୭’ ସୁନ୍ଦରୀ ପ୍ରତିଯୋଗିତାରେ ଭାରତ ପାଇଁ ଏହି ମୁକୁଟ ହାତେଇବାକୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।...

ଅଡ଼ୁଆରେ ଦାମ: ନେତା ଛାଡ଼ିଲେ ହାତ, ବାସଭବନ ଘେରିଲା ବିଜେପି

ଓଡ଼ିଶାଲାଇଭ୍‍ ବ୍ୟୁରୋ ମହଙ୍ଗା ପଡ଼ିଛି  ‘ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି' ମନ୍ତବ୍ୟ। ବିବାଦୀୟ ହୋଇପଡିଛନ୍ତି ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ବିଜେପି ମହିଳା ମୋର୍ଚ୍ଚା ଦାମଙ୍କ ବାସଭବନ ଘେରାଉ ଉଦ୍ୟମ କରିଥିବାବେଳେ ନିଜ ଦଳର ନେତା ବି...

ଗୁଜୁରାଟରେ କାମ କରୁନି ମୋଦିଙ୍କ ମଲମ, ଲୋଡ଼ା ୫୦ ରାଲିର ଥେରାପି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁଜୁରାଟରେ ବିଜେପି କରୁଛି ସଂଘର୍ଷ। ୩ ବର୍ଷ ତଳର ମୋଦି ଲହର ଆଉ କାମ କରୁନି। ଫଳରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ମୋଦି ୫୦ରୁ ଅଧିକ ରାଲିରେ ସାମିଲ୍‌ ହେବେ। ‘୨୦୧୪...

କୁନ୍ଦୁଲି ଗଣଦୁଷ୍କର୍ମକୁ ୧୭ ଦିନ: ପୋଲିସ ହାତ ଖାଲି, ପୀଡ଼ିତାର ବୟାନ ରେକର୍ଡ

ଓଡ଼ିଶାଲାଇଭ୍‍ ବ୍ୟୁରୋ ୧୭ ଦିନ ପରେ ପୋଲିସ କୋରାପୁଟ ପୀଡିତାଙ୍କ ବୟାନ ରେକର୍ଡ କରିଛି। ହେଲେ ଘଟଣା ପଛର ଖଳନାୟକଙ୍କ ପାଖରେ ପୋଲିସ ପହଞ୍ଚି ପାରିନାହିଁ। କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣଦୁଷ୍କର୍ମକୁ ଆଜି ୧୭ ଦିନ...

ବିଜେପି ମନ୍ତ୍ରୀ, ସାମ୍ବାଦିକ ଓ ସେକ୍ସ ସିଡି

ଓଡ଼ିଶାଲାଇଭ୍‍ ବ୍ୟୁରୋ ଜଣାଶୁଣା ସାମ୍ବାଦିକ ବିନୋଦ ବର୍ମାଙ୍କୁ ଛତିଶଗଡ଼ ପୋଲିସ ଗିରଫ କରିବା ପରେ ଏବେ ବହୁତ କଥା ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ଗଜିଆବାଦରୁ ବର୍ମାଙ୍କୁ ଆଜି ସକାଳେ ଗିରଫ କରାଯାଇଛି। ଛତିଶଗଡ଼...