ବିମାନ ଭଡ଼ା ୧୫ ପ୍ରତିଶତ ବଢିବ!
ଓଡ଼ିଶାଲାଇଭ୍ ବ୍ୟୁରୋ
ବିମାନ ଯାତ୍ରୀମାନେ ଏବେ ପ୍ରସ୍ତୁତ ହୋଇଯାଆନ୍ତୁ। ବିମାନ ଉଡାଣ କମ୍ପାନିମାନେ ଯାତ୍ରୀ ଭଡ଼ାରେ ଅତିକମରେ ୧୦ରୁ ୧୫ ପ୍ରତିଶତ ବୃଦ୍ଧି ପାଇଁ ଚିନ୍ତା କରିଛନ୍ତି। ଗତ ଅଗଷ୍ଟ ମାସ ପରଠାରୁ ବିମାନ ଇନ୍ଧନରେ...
ଡିସେମ୍ବରରେ ଗୁଜରାଟ ବିଧାନସଭା ନିର୍ବାଚନ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଡିସେମ୍ବର ମାସ ପ୍ରଥମ ସପ୍ତାହରେ ଗୁଜରାଟ ବିଧାନସଭା ପାଇଁ ନିର୍ବାଚନ ହୋଇପାରେ। ବିଜେପି ସଭାପତି ଅମିତ ଶାହା ଏହି ସୂଚନା ଦେଇଛନ୍ତି। ପୋରବନ୍ଦରଠାରେ ଅନୁଷ୍ଠିତ ଏକ ସଭାରେ ସେ ଏହି କଥା...
୧୨ରେ ବିଜେପିରେ ମିଶିବ ଲୁଲୁ ସେନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ କଂଗ୍ରେସ ଦଳର ଦୁର୍ଗତି ଥମିବା ନାଁ ନେଉ ନାହିଁ। ଗୋଟିଏ ପଟେ ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗଟି ଝୁଲିରହିଥିବା ବେଳେ ଏବେ ଦଳ ପାଇଁ ଆଉ ଏକ ଝଟକା ଲାଗିବା...
ଆମେରିକାରେ ଆତତାୟୀ ଆତଙ୍କ: ମ୍ୟୁଜିକ କନ୍ସର୍ଟ ବେଳେ ଗର୍ଜିଲା ବନ୍ଧୁକ, ଚାଲିଗଲା ୫୮ରୁ ଅଧିକ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାରେ ପୁଣି ଆତତାୟୀଙ୍କ ଆତଙ୍କ। ଆମେରିକା ଲସ୍ ଭେଗାସର ମାଣ୍ଡେଲା ବେ କେସିନୋରେ ମ୍ୟୁଜିକ କନସର୍ଟ ଚାଲିଥିବା ବେଳେ ଗର୍ଜିଛି ବନ୍ଧୁକ। ବନ୍ଧୁକ ମୁନରେ ୫୮ରୁ ଅଧିକ ଜୀବନ ଚାଲି ଯାଇଥିବା...
‘ପଦ୍ମ’ ପୁରସ୍କାର-୨୦୧୭: ପ୍ରଶାନ୍ତ ନନ୍ଦଙ୍କ ନାଁ ସୁପାରିଶ କଲେ ଜୁଏଲ ଓରାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ରାଜନୀତିରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ ଜଣାଶୁଣା ବିଜେଡି-ବିଜେପି। ଉଭୟ ଉଭୟଙ୍କୁ କାଉଣ୍ଟର କରିବାକୁ କେବେ ପଛଘୁଞ୍ଚା ଦେଇ ନାହାନ୍ତି। ଏସବୁ ସତ୍ତ୍ୱେ 'ପଦ୍ମ ଆଓ୍ବାର୍ଡ-୨୦୧୭' ପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ...
ମାଉଣ୍ଟ ଏଲବ୍ରୁସ୍ ଶିଖରରେ ପହଞ୍ଚିଲେ ଓଡ଼ିଆ ପୁଅ ନୃସିଂହ ସାହୁ
ଓଡିଶାଲାଇଭ୍ ବ୍ୟୁରୋ
ଦେଶ ତଥା ରାଜ୍ୟ ପାଇଁ ଆଉ ଏକ ଗୌରବ ଆଣିଛନ୍ତି ଓଡ଼ିଆ ପୁଅ ନୃସିଂହ ସାହୁ। ୟୁରୋପ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଲବ୍ରୁସ୍(୫୬୪୨୩/୧୮୫୧୦ ଫୁଟ)କୁ ସଫଳତାର ସହ ଆରୋହଣ କରିଛନ୍ତି...
ସିବିଏସ୍ଇ ପରୀକ୍ଷା ପାଇଁ ବାଧ୍ୟତାମୂଳକ ହେଲା ଆଧାର
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ୟାନ୍ ସହ ଆଧାର ଲିଙ୍କ୍ ବାଧ୍ୟତାମୂଳକ ପରେ ଏବେ ସିବିଏସ୍ଇ ପରୀକ୍ଷା ପାଇଁ ଆଧାର ବାଧ୍ୟତାମୂଳକ ହେବ। ସିବିଏସ୍ଇରେ ନବମ ଓ ଏକାଦଶ ପରୀକ୍ଷା ପାଇଁ ଏହା ବାଧ୍ୟତାମୂଳକ କରାଯାଇଛି।...
ବିଜେଡି ପଦଯାତ୍ରାକୁ ତୀର ମାରିଲା ବିଜେପି: କହିଲା,’ସଫଳତା’ ନୁହେଁ ଏହା ‘ଘଣ୍ଟଘୋଡ଼ା’ ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
'କେନ୍ଦ୍ର ଅବହେଳା'କୁ ଅସ୍ତ୍ର କରି ବିଜେଡି ଗାନ୍ଧିଜୟନ୍ତୀଠାରୁ ଆରମ୍ଭ କରିଛି ଜନସମ୍ପର୍କ ପଦଯାତ୍ରା। ୧୦ ଦିନ ଧରି ହେବାକୁ ଥିବା ଏହି ପଦଯାତ୍ରାରେ ବିଜେଡି ନେତା ଗାଁ ଗାଁ ବୁଲି...
ଗାନ୍ଧିଜୟନ୍ତୀରେ ଛାତ୍ରଛାତ୍ରୀ ଦେଖିଲେ ଗାନ୍ଧିଜୀଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ଡାକଟିକଟ-ଲଫାପା
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=xIuZkuSPqqk]
ଓଡ଼ିଶା ଡାକ ପରିମଣ୍ଡଳ ଏକ ନିଆରା ଢଙ୍ଗରେ ପାଳନ କରିଛି ଗାନ୍ଧିଜୀଙ୍କ ୧୪୮ତମ ଜୟନ୍ତୀ। ଗାନ୍ଧିଜୀଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହୋଇଥିବା ଡାକଟିକଟ ଓ ଲଫାପାକୁ ସିପିଏମ୍ଜି ଅଫିସ୍ରେ ପ୍ରଦର୍ଶନ...
ଆମେରିକାରେ ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼: ୫୦ ମୃତ, ୨୦୦ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାରେ ପୁଣି ଗର୍ଜିଛି ଆତତାୟୀଙ୍କ ବନ୍ଧୁକ। ଅତର୍କିତ ଗୁଳିଚାଳନା ଯୋଗୁଁ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି। ଏହାସହ ପ୍ରାୟ ୨୦୦ ଲୋକ ଆହତ ହୋଇଛନ୍ତି। ଆମେରିକାର ଏକ...





















