କେନ୍ଦ୍ରାପଡ଼ାର କିନ୍ନର ଏଲିନା ଦାସଙ୍କୁ ମିଳିଲା ସରକାରୀ ସ୍ଵୀକୃତି ପତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡା ଜିଲ୍ଲାର କିନ୍ନର ଏଲିନା ଦାସଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଵୀକୃତି ପତ୍ର ପ୍ରଦାନ କରାଯାଇଛି। ଜଣେ କିନ୍ନରଭାବେ ସ୍ଵୀକୃତି ପାଇବା ପାଇଁ ଏଲିନା ଅନଲାଇନ ମାଧ୍ୟମରେ...

ସରିଲା ମେରିକମ୍‌ଙ୍କ ଟୋକିଓ ଅଲିମ୍ପିକ୍ସ ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ମହିଳା ବକ୍ସର ମେରିକମ୍‌ଙ୍କ ଅଲିମ୍ପିକ୍ସ ଯାତ୍ରା ଶେଷ ହୋଇଛି। ଟୋକିଓ ଅଲିମ୍ପିକ୍ସର ପ୍ରି କ୍ଵାଟର ଫାଇନାଲରେ ସେ କଲମ୍ବିଆର ବକ୍ସର ଇନଗ୍ରିଟ୍ ଭାଲେନ୍ସିଆଙ୍କଠାରୁ ପରାସ୍ତ ହୋଇଛନ୍ତି। ମେରିକମ୍‌ଙ୍କ ଏହି ପରାଜୟରେ...

କ୍ରୀଡ଼ା ମହାକୁମ୍ଭ – ଟୋକିଓ ଅଲମ୍ପିକ୍ସ ଉଦଘାଟିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଜିଲା ଅଲିମ୍ପିକ୍ସ ବିଗୁଲ୍। ଜାପାନର ରାଜଧାନୀ ଟୋକିଓର ଜାତୀୟ ଷ୍ଟାଡିୟମରେ ଆନୁଷ୍ଠାନିକ ଭାବେ ଉଦଘାଟିତ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣ ଭାରତୀୟ ସମୟାନୁସାରେ ଅପରାହ୍‌ଣ ୪.୩୦ ମିନିଟରେ ଆରମ୍ଭ ହୋଇଥିଲା।...

‘କେତେ ନୂଆ ବାଟ ସିଜିନ୍ ୨’– ଆଜି ଦିନ ସାଢ଼େ ୧୨ଟାରେ ଡିଡି ଓଡ଼ିଆରେ ଦେଖନ୍ତୁ ଭିଡିଓ ସିରିଜର...

ଓଡ଼ିଶାଲାଇଭ୍‌ ବ୍ୟୁରୋ ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସ୍‌ର ମିଡିଆ କ୍ୟାମ୍ପେନ୍ ‘କେତେ ନୂଆ ବାଟ’ ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନ ଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍‌ ସମୟରେ ଶିକ୍ଷା’ ...

ପବିତ୍ର ବାହୁଡ଼ାଯାତ୍ରା – ନିର୍ଦ୍ଧାରିତ ସମୟ ପୂର୍ବରୁ ଚାଲିଛି ନୀତିକାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା। ଜନ୍ମବେଦୀରୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀକୁ ବାହୁଡ଼ିବେ ମହାପ୍ରଭୁ। ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀମସ୍ତକରେ ଟାହିଆ ସୁଶୋଭିତ, ଘଣ୍ଟ ଓ କାହାଳି ତାଳେ ତାଳେ...

ପାରଳାଖେମୁଣ୍ଡି ଏସିଏଫଙ୍କ ମୃତ୍ୟୁ ଘଟଣା – ଏପର୍ଯ୍ୟନ୍ତ ଧରାପଡ଼ିନି ଅପରାଧୀ, ସନ୍ଦେହଘେରରେ ପତ୍ନୀ ବିଦ୍ୟାଭାରତୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଯୁବ ସହକାରୀ ବନ ସଂରକ୍ଷକ(ଏସିଏଫ) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ରହସ୍ୟ ମୟ ହେବାରେ ଲାଗିଛି। ପ୍ରତିଦିନ ଗୋଟିଏ ପରେ ଗୋଟିଏ ନୂଆ...

ଭାରତୀୟ ଫଟୋ ସାମ୍ବାଦିକ ଡାନିସ ସିଦ୍ଦିକିଙ୍କୁ ଆଫଗାନିସ୍ଥାନରେ ହତ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ରଏଟର୍ସର ଫଟୋ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିବା ଭାରତୀୟ ସାମ୍ବାଦିକ ଡାନିସ ସିଦ୍ଦିକିଙ୍କୁ ଆଫଗାନିସ୍ଥାନରେ ହତ୍ୟା କରାଯାଇଛି। ଆଫଗାନିସ୍ଥାନର କାନ୍ଦାହାର ପ୍ରଦେଶ ସ୍ଥିତ ସ୍ପିନ ବୋଲଡକ୍ ଜିଲ୍ଲାରେ ତାଲିବାନ ଓ ଆଫଗାନ...

ବାଲୁକାକଳା ମାଧ୍ୟମରେ ସବୁଠାରୁ ଛୋଟ ରଥ ନିର୍ମାଣ କଲେ ସୁଦର୍ଶନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲିରେ ଦୁଇଟି ଭିନ୍ନ ଭିନ୍ନ ଆକାରର ରଥ ନିର୍ମାଣ କରିଛନ୍ତି। ୪୩.୨ଫୁଟ ଉଚ୍ଚତା ଏବଂ ୩୫ଫୁଟ...

ଖୁବଶୀଘ୍ର ପୂରଣ ହେବ ୧୦ହଜାର ଶିକ୍ଷକ ପଦବୀ – ଉପାନ୍ତ ଅଞ୍ଚଳରେ ଘର ଘର ବୁଲି ପଢ଼ାଇବେ ଶିକ୍ଷକ

ଓଡ଼ିଶାଲାଇଭ୍ ବ୍ୟୁରୋ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଖାଲି ପଡ଼ିଥିବା ପ୍ରାୟ ୧୦ ହଜାର ଶିକ୍ଷକ ପଦବୀ ପୂରଣ ହେବ। ୪ହଜାର ୪୪୫ ହିନ୍ଦୀ, ସଂସ୍କୃତ, ପିଇଟି(ଶାରୀରିକ ଶିକ୍ଷା ଶିକ୍ଷକ)ଙ୍କ ସମେତ...

ସାମ୍ବାଦିକ ପି.ସାଇନାଥ ପାଇଲେ ଜାପାନର ଅନ୍ତର୍ଜାତୀୟ ଗ୍ରାଣ୍ଡ ପୁରସ୍କାର ‘ଫୁକୁଓକା’

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ପ୍ରଖ୍ୟାତ ସାମ୍ବାଦିକ ପାଲାଗୁମ୍ମୀ ସାଇନାଥଙ୍କୁ ମିଳିଛି ଜାପାନର ଅନ୍ତର୍ଜାତୀୟ ଗ୍ରାଣ୍ଡ ପୁରସ୍କାର ‘ଫୁକୁଓକା’। ଦେଶର କୃଷି ବହୁଳ ଗାଁ'ଗୁଡିକୁ ଯାଇ ସେଠାକାର ଲୋକାମାନଙ୍କର ଜୀବନଶୈଳୀ, ସାମାଜିକ, ଅର୍ଥନୈତିକ ସମସ୍ୟା ଓ...