ଓଡ଼ିଶାରେ ବଢ଼ୁଛି ଶୀତ ପ୍ରକୋପ, ୧୦ ଡିଗ୍ରୀ ତଳେ ୬ ସହର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ ପାରଦ ଖସିବା ସହ ଶୀତ ବଢ଼ିବାରେ ଲାଗିଛି। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା କମିଛି। ଶୁକ୍ରବାର ରାତିରେ ଓଡ଼ିଶାର ୬ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା।...
ଓଡ଼ିଶାରେ ଜାରି ରହିଛି ଶୀତଲହରୀ, ୧୫ ଡିଗ୍ରୀ ତଳେ ଅଧିକାଂଶ ସହରର ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ ଜାରି ରହିଛି ଶୀତଲହରୀ। ରାଜ୍ୟର ବିଭିନ୍ନ ସ୍ଥାନରେ ପରାଦ ତଳମୁହାଁ ହେବାସହ ପ୍ରବଳ ଥଣ୍ଡା ହେଉଛି। ବୁଧବାର ରାତିରେ ଅଧିକାଂଶ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା।...
ଓଡ଼ିଶାରେ ବଢ଼ୁଛି ଶୀତ ପ୍ରକୋପ, ୧୦ ଡିଗ୍ରୀ ତଳେ ୪ ସହର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ତଳକୁ ଖସୁଛି। ସୋମବାର ରାତିରେ ରାଜ୍ୟର ୪ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ଆଗକୁ...
ଖସିବ ପାରଦ, ଓଡ଼ିଶାରେ ବଢ଼ିବ ଶୀତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗକୁ ଓଡ଼ିଶାରେ ଶୀତର ପ୍ରକୋପ ଆହୁରି ବଢ଼ିବ। ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବା ନେଇ ଆକଳନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ଦୁଇଦିନ ମଧ୍ୟରେ...
ଓଡ଼ିଶାରେ ବଢ଼ିବ ଶୀତ, ଖସୁଛି ରାତି ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆଗକୁ ଶୀତ ବଢ଼ିବାର ସମ୍ଭାବନା ରହିଛି। ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିବା ନେଇ ଆକଳନ କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ରାଜ୍ୟର ଅଧିକାଂଶ ସ୍ଥାନରେ କୋହଲା...
ଅଦିନିଆ ବର୍ଷା ଯୋଗୁଁ ରାଜ୍ୟରେ ବଢ଼ିଲା ଥଣ୍ଡା, ୫ ଡିଗ୍ରୀ କମିଲା ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ମିଗଜୋମ ପ୍ରଭାବରେ ଓଡ଼ିଶାରେ ବଦଳିଛି ପାଣିପାଗ। ଅଦିନିଆ ବର୍ଷା ଯୋଗୁଁ ସାରା ରାଜ୍ୟରେ ଥଣ୍ଡା ବଢ଼ିଯାଇଛି। ରାଜ୍ୟର ହାରାହାରି ତାପମାତ୍ରା ଦୁଇ ଦିନରେ ୫ ଡିଗ୍ରୀ କମିଛି। ଆଗକୁ ତାପମାତ୍ରା...
ବାତ୍ୟା ‘ମିଗଜୋମ’ ପ୍ରଭାବ: ଓଡ଼ିଶାରେ ପ୍ରବଳ ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ ଆନ୍ଧ୍ରପ୍ରଦେଶର ବାପଟଲା ଅଞ୍ଚଳରେ ଲ୍ୟାଣ୍ଡଫଲ କରିଥିବା ବାତ୍ୟା ‘ମିଗଜୋମ’ କ୍ରମଶଃ ଦୁର୍ବଳ ହୋଇ ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଲ୍ୟାଣ୍ଡଫଲର ପରବର୍ତ୍ତୀ ପ୍ରଭାବ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ...
ଲ୍ୟାଣ୍ଡଫଲ କରୁଛି ବାତ୍ୟା ‘ମିଗଜୋମ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଆନ୍ଧ୍ର ଉପକୂଳରେ ଭୀଷଣ ବାତ୍ୟା ‘ମିଗଜୋମ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଦକ୍ଷିଣ ଆନ୍ଧ୍ରପ୍ରଦେଶର ବାପଟଲା ନିକଟରେ ଆରମ୍ଭ ହୋଇଥିବା ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୩ ଘଣ୍ଟା ଧରି ଚାଲିବ ବୋଲି...
ଆଉ କିଛି ସମୟରେ ସ୍ଥଳଭାଗ ଛୁଇଁବ ଭୀଷଣ ବାତ୍ୟା ମିଗଜୋମ୍, ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହେଲା ପ୍ରବଳ ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗୋପସାଗରରେ ଆସିଥିବା ଭୀଷଣ ବାତ୍ୟା ମିଗଜୋମ୍ ଏବେ ସ୍ଥଳଭାଗ ମୁହାଁ ହେଉଛି। ଆଉ କିଛି ଘଣ୍ଟା ମଧ୍ୟରେ ଏହା ଆନ୍ଧ୍ରପ୍ରଦେଶର ନେଲୋର ଓ ମଚ୍ଛଲିପାଟନମ୍ ମଝିରେ ଥିବା ବାପଟଲାରେ ସ୍ଥଳଭାଗ ଅତିକ୍ରମ...
ଭୀଷଣ ବାତ୍ୟାରେ ପରିଣତ ହେଲା ‘ମିଗଜୋମ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ୟା ‘ମିଗଜୋମ’। ବଙ୍ଗୋପସାଗରେ ସକ୍ରିୟ ରହିଥିବା ବାତ୍ୟା ‘ମିଗଜୋମ’ ସୋମବାର ଦିନ ଭୀଷଣ ବାତ୍ୟାର ରୂପ ନେଇଛି।
ଘଣ୍ଟା ପ୍ରତି ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ୮ କିଲୋମିଟର...





















