ଜୁନ୍ ୧ରେ କେରଳ ଛୁଇଁବ ମୌସୁମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁନ୍ ୧ ତାରିଖରେ କେରଳ ଉପକୂଳ ଛୁଇଁବ ମୌସୁମୀ ବାୟୁ। ଅର୍ଥାତ ଆଉ ୩ ଦିନ ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ଥଳଭାଗ ଛୁଇଁବ । ଏନେଇ ଏବେ ପୂର୍ବାନୁମାନ କରିଛି...
ତାତିରେ ସିଜୁଛି ଓଡ଼ିଶା – ୧୨ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ, ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲଗାତାର ଭାବରେ ତାତିରେ ସିଜୁଛି ସାରା ଓଡ଼ିଶା। ଗୁରୁବାର ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ହୋଇଛି।
ଆଜି ଟିଟିଲାଗଡ଼ରେ ତାପମାତ୍ରା ୪୫.୨...
ଜଳୁଛି ସାରା ଓଡ଼ିଶା – ୧୩ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବଦିନ ଭଳି ଆଜି ବି ତାତିରେ ସିଜିଛି ଓଡ଼ିଶା। ଆଜି ରାଜ୍ୟର ୧୩ଟି ସହରରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ଥିବା ବେଳେ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ହୋଇଛି।
ଭୁବନେଶ୍ୱର ଆଞ୍ଚଳିକ...
ରାଜ୍ୟର ୪ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ୪ଟି ଜିଲ୍ଲାରେ ଝଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ରାୟଗଡ଼ା ସମେତ କୋରାପୁଟ, ଗଜପତି ଓ ମାଲକାନଗିରି ଜିଲ୍ଲାରେ ଝଡ଼ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ...
ଆହୁରି ୪ ଦିନ ପ୍ରବଳ ଖରା – ୧୦ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆହୁରି ୪ ଦିନ ଧରି ଗ୍ରୀଷ୍ମପ୍ରବାହ ଜାରି ରହିବ। ଓଡ଼ିଶାକୁ ଉତ୍ତର-ପଶ୍ଚିମ ଦିଗରୁ ଗରମ ଓ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ପାଣିପାଗ ବିଭାଗର...
ରାଜ୍ୟରେ ଆହୁରି ୫ ଦିନ ଜାରି ରହିବ ତାତି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆହୁରି ୫ ଦିନ ଗ୍ରୀଷ୍ମପ୍ରବାହ ଜାରି ରହିବ। ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ଅତ୍ୟଧିକ ଗରମ ଅନୁଭୂତ ହେବ। ଏନେଇ ୧୦ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି...
୧୮୯୧ରୁ ୨୦୨୦ – ଓଡ଼ିଶା ଉପକୂଳ ଦେଇ ଯାଇଛି ୧୦୦ରୁ ଅଧିକ ବାତ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
୧୯୯୯ ମହାବାତ୍ୟାକୁ ପୂରିଛି ୨୦ ବର୍ଷ। ଏହି ଅବସରରେ ଜାଣନ୍ତୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶା କେତେ ବାତ୍ୟା ମାଡ଼ ଖାଇଛି।
ପୂର୍ବ ଉପକୂଳ ଭାରତ ସବୁଠାରୁ ଅଧିକ ବାତ୍ୟାପ୍ରବଣ ଅଞ୍ଚଳ। ପୂର୍ବ ଭାରତର...
ବାତ୍ୟା ପରାମର୍ଶ – କ’ଣ କରିବେ, କ’ଣ କରିବେ ନାହିଁ?
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ପୂର୍ବରୁ, ବାତ୍ୟା ବେଳେ ଓ ବାତ୍ୟା ପରେ କ’ଣ କରିବେ ଓ କିପରି ନିଜକୁ ସୁରକ୍ଷିତ ରଖିବେ।
ସାଧାରଣତଃ ପ୍ରାକୃତିକ ବିପର୍ଯ୍ୟୟ ତଥା ବାତ୍ୟା ସମୟରେ ଲୋକ ଭୟଭୀତ ହୋଇ ଯାଆନ୍ତି।...
ଆସୁଛି ବାତ୍ୟା ଅମ୍ପନ – ୨୦ରେ ୫ ଜିଲ୍ଲାରେ ପ୍ରବଳ ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ।
ସମୁଦ୍ର ଭିତରେ ମହାବତ୍ୟା ରୂପ ନେଇ ଆସୁଛି ବାତ୍ୟା ଅମ୍ପନ। ପାରାଦୀପଠାରୁ ଦକ୍ଷିଣରେ ୭୮୦ କିଲୋମିଟର ଦୂରରେ ରହିଛି। ଘଣ୍ଟାକୁ...
୧୬ ତାରିଖ ସନ୍ଧ୍ୟାରେ ବାତ୍ୟା ରୂପ ନେବ ଲଘୁଚାପ – ଜାଣନ୍ତୁ, ପାଣିପାଗ ବିଭାଗର ତାଜା ସୂଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘନୀଭୂତ ହୋଇଥିବା ଲଘୁଚାପ ୧୨ ଘଣ୍ଟା ପରେ ଅବପାତର ରୂପ ନେବ। ୧୬ ତାରିଖ ସନ୍ଧ୍ୟା ବେଳକୁ ଏହା ସାମୁଦ୍ରିକ ଝଡ଼ର ରୂପ...


















