ଫନି ପାଇଁ ପୁରୀରେ ୧ ଲକ୍ଷ ଲୋକ ହେବେ ସ୍ଥାନାନ୍ତର

ଓଡ଼ିଶାଲାଇଭ୍ ବ୍ୟୁରୋ  ଭୟଙ୍କର ରୂପ ନେଇ ଓଡ଼ିଶା ମୁହାଁଇଛି ବାତ୍ୟା ‘ଫନି’। ଘଣ୍ଟାକୁ ୬ କିଲୋମିଟର ବେଗରେ ଆସୁଛି ଫନି। ଶୁକ୍ରବାର ସନ୍ଧ୍ୟା ୫ଟା୩୦ରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ଉଦୟଗିରି ନିକଟରେ...

ମେ’ ମାସରେ କାହିଁକି ଆସିଲା ବାତ୍ୟା ‘ଫନି’?

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=KslASjH-7ZI] ବାତ୍ୟା ‘ଫନି’କୁ ନେଇ ଏବେ ସବୁଠି ଚର୍ଚ୍ଚା। ୧୯୯୯ ମହାବାତ୍ୟା ହେଉ କି ଫାଇଲିନ୍, ହୁଡ୍‌ହୁଡ୍‌, ତିତଲି, ସେପ୍ଟେମ୍ବରରୁ ଅକ୍ଟୋବର ମାସରେ ଏହି ବାତ୍ୟାର କରାଳ ରୂପକୁ ଦେଖିଛନ୍ତି ଓଡ଼ିଶାବାସୀ। କିନ୍ତୁ...

ଓଡ଼ିଶା ମୁହାଁ ‘ଫନି’ –  ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷିବ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=f9FPaW0y4qk] ଭୟଙ୍କର ରୂପ ନେଇ ଓଡ଼ିଶାର ଉପକୂଳ ଆଡ଼କୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଫନି’। ଉତ୍ତର ପଶ୍ଚିମ ଦିଗ ଦେଇ ଓଡ଼ିଶା ଆଡ଼କୁ ମୁହାଁଇଛି ଫନି। ପୁରୀଠାରୁ ୬୬୦...

ପାଣିପାଗ ବିଭାଗ ପକ୍ଷରୁ ଜାରି ଗ୍ରୀନ, ରେଡ, ୟେଲୋ , ଅରେଞ୍ଜ ଆଲର୍ଟର ଅର୍ଥ କ’ଣ?

ଓଡ଼ିଶାଲାଇଭ୍ ବ୍ୟୁରୋ ପାଣିପାଗ ସମ୍ବନ୍ଧିତ ସମସ୍ୟାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ଆଲର୍ଟ ଜାରି କରାଯାଇଥାଏ। ଏହି ଆଲର୍ଟ ବିଭିନ୍ନ ରଙ୍ଗର ନାମରେ ଜାରି ହୋଇଥାଏ ଯେମିତିକି ଗ୍ରୀନ ଆଲର୍ଟ, ରେଡ୍...

ଫନି ପାଇଁ ସିଏମସି ତତ୍ପର – ଜଳ ନିଷ୍କାସନ ପାଇଁ ୨୫୦ରୁ ଅଧିକ ପମ୍ପ୍ ମହଜୁଦ

ଓଡ଼ିଶାଲାଇଭ୍ ବ୍ୟୁରୋ (କଟକରୁ ପ୍ରଣବ କୁମାର ନନ୍ଦୀ): ସାମୁଦ୍ରିକ ଝଡ଼ ଫନି ଏବେ ଓଡ଼ିଶା ମୁହାଁ ହୋଇଛି। ଏହାର ପ୍ରଭାବରେ କଟକରେ ବର୍ଷା ଓ ପବନ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ...

‘ଫନି’ ମାନେ ସାପ

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗର କୂଳରେ ଯେଉଁ ବାତ୍ୟାଟି ଏହିକ୍ଷଣି ଭୟର ବାତାବରଣ ସୃଷ୍ଟି କରିଛି ଜାଣନ୍ତୁ ତାହାର ନାମ ଅନୁସାରେ କାମ। ଫୋନିର ଅର୍ଥ ହେଲା ସାପ। ଉତ୍ତର ହିନ୍ଦମହାସାଗରରୁ ସୃଷ୍ଟି ହୋଇଥିବା ଏହି...

ଆସୁଛି ‘ଫନି’ – ୧୧ ଆଇପିଏସ୍‌ ଅଫିସରଙ୍କୁ ୧୧ ଜିଲ୍ଲାର ଦାୟିତ୍ୱ

ଓଡ଼ିଶାଲାଇଭ୍ ବ୍ୟୁରୋ  ବାତ୍ୟା ‘ଫନି’ର ମୁକାବିଲା ପାଇଁ ତତ୍ପର ହୋଇ ଉଠିଛନ୍ତି ରାଜ୍ୟ ସରକାର। ବାତ୍ୟାରେ ଯେମିତି କିଛି କ୍ଷୟ କ୍ଷତି ନହୁଏ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ବାତ୍ୟା ପ୍ରଭାବିତ...

ଆସୁଛି ବାତ୍ୟା ‘ଫନି’ – ୯ ଜିଲ୍ଲା ପାଇଁ ନିଯୁକ୍ତି ହେଲେ ୧୨ ଆଇଏଏସ ଅଫିସର

ଓଡ଼ିଶାଲାଇଭ ବ୍ୟୁରୋ ବାତ୍ୟା ‘ଫନି’ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଜୋର କରିଛନ୍ତି। ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ୧୨ଜଣ ଆଇଏଏସଙ୍କୁ ୯ ଜିଲ୍ଲାର ଦାୟିତ୍ୱ ମିଳିଛି। ପୁରୀ ଜିଲ୍ଲା ପାଇଁ...

‘ଫନି’ ଲାଗି ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୟଙ୍କର ରୂପ ନେଉଛି ସାମୁଦ୍ରିକ ଝଡ଼ ‘ଫନି’। ମେ’ ୩ ଅପରାହ୍ଣରେ ଲ୍ୟାଣ୍ଡଫଲ କରିବ ‘ଫନି’। ଏବେ ବାତ୍ୟା ଘଣ୍ଟାକୁ ୧୦ କିଲୋମିଟର ବେଗରେ ଓଡ଼ିଶା ଆଡ଼େ ମାଡ଼ି ଆସୁଛି। ସମ୍ଭାବ୍ୟ...

‘ଫନି’ Update @2PM

ଓଡ଼ିଶାଲାଇଭ୍ ବ୍ୟୁରୋ ସାମୁଦ୍ରିକ ଝଡ଼ ‘ଫନି’କୁ ନେଇ ପଢ଼ନ୍ତୁ ଗୁରୁତ୍ୱପୂର୍ଣ୍ଣ ଖବର। ‘ଫନି’ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ‘ଫନି’ ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ପ୍ରସ୍ତୁତ ଅଛନ୍ତି। ସମ୍ଭାବ୍ୟ ବାତ୍ୟା ପୁରୀ, ଖୋର୍ଦ୍ଧା,...