ଦିଲ୍ଲୀରେ ୧୧୯ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ଓଡ଼ିଶାଲାଇଭ୍ ବ୍ୟୁରୋ ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀ ଏୟାରପୋର୍ଟରୁ ବିଳମ୍ବରେ ୫୦୦ ବିମାନ ଉଡ଼ାଣ ଭରିଛି। ଥରୁଛି ରାଜଧାନୀ ଦିଲ୍ଲୀ। ଅସହ୍ୟ ଶୀତ ଯୋଗୁଁ ଲୋକେ ଘରୁ ବାହାରି ପାରୁ ନାହାନ୍ତି। ଯିଏ ବି ବାହାରୁଛନ୍ତି...

ଆହୁରି ୨ ଦିନ ଶୀତରେ ଥରିବ ଓଡ଼ିଶା – ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ହାଡ଼ଭଙ୍ଗା ଶୀତରେ ଥରୁଛି ଓଡ଼ିଶା। ରବିବାର ରାଜ୍ୟର ୧୫ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ରହିଥିଲା। ତେବେ ରାଜ୍ୟରେ ଆହୁରି ୨ଦିନ ଶୀତଲହରୀ ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର...

ରାଜ୍ୟରେ ହାଡ଼ଭଙ୍ଗା ଶୀତ – ୧୦ ଡିଗ୍ରୀ ତଳେ ୧୫ଟି ସହର

ଓଡ଼ିଶାଲାଇଭ୍‌ ବ୍ୟୁରୋ ୩.୪ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଥଣ୍ଡା ସହର। ପ୍ରଚଣ୍ଡ ଶୀତରେ ଥରୁଛି ସାରା ରାଜ୍ୟ। ଜାଡ଼ ପ୍ରଭାବରୁ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଲାଣି। ଥଣ୍ଡା ଆଉ ତା' ସାଙ୍ଗକୁ...

ଫିକା ପଡ଼ିପାରେ ନୂଆବର୍ଷ, ଜାନୁଆରି ୧ରୁ ୪ ଯାଏଁ ବର୍ଷା ସମ୍ଭାବନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫିକା ପଡ଼ିପାରେ ନୂଆବର୍ଷ। ଜାନୁଆରି ୧ ତାରିଖରୁ ୪ ତାରିଖ ଯାଏଁ ବର୍ଷା ସମ୍ଭାବନା। ନୂଆବର୍ଷଠାରୁ ରାଜ୍ୟର କେତକ ସ୍ଥାନରେ ସ୍ଵଳ୍ପଧରଣ ବର୍ଷା ହେବାର ଅନୁମାନ କରାଯାଉଛି। ଏନେଇ ପାଣିପାଗ ବିଭାଗ...

ରାଜ୍ୟରେ ଖସୁଛି ପାରଦ, ବଢ଼ିବ ଶୀତ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ଫେରିଲା ଶୀତ। ରାଜ୍ୟରେ ସବୁଠି ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ସମେତ ରାଜ୍ୟର ୧୭ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ଆସନ୍ତା ୩ରୁ ୪ ଦିନ ଭିତରେ...

୨୪ ଘଣ୍ଟା ମଧ୍ୟରେ ଖସିବ ପାରଦ, ବଢ଼ିବ ଶୀତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବଢ଼ିବ ଶୀତ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଜିଲ୍ଲାର କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ...

ଏଥର କମ୍‌ ରହିବ ଶୀତର ପ୍ରଭାବ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଥର ହେବନି ହାଡ଼ ଭଙ୍ଗା ଶୀତ। ଚଳିତ ବର୍ଷ ଡିସେମ୍ଵର ମାସରୁ ଫେବ୍ରୃଆରି ମାସ ଯାଏଁ ତାପମାତ୍ରା ସ୍ଵାଭାବିକଠାରୁ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଭାରତୀୟ...

ଘନ କୁହୁଡ଼ି ଘେରରେ ଓଡ଼ିଶା

ଓଡ଼ିଶାଲାଇଭ୍ ବ୍ୟୁରୋ ଘନ କୁହୁଡ଼ି ଘେରରେ ଓଡ଼ିଶା। ଗତ ଦୁଇ ଦିନ ହେଲା ରାଜଧାନୀ ଭୁବନେଶ୍ୱର ଓ କଟକରେ କୁହୁଡ଼ିର ଚାଦର ଦେଖିବାକୁ ମିଳିଛି। ଆଜି ଭୋର୍‌ ବେଳୁ ରାଜଧାନୀରେ କୁହୁଡ଼ିର ଆସ୍ତରଣ ଜମିଛି। ଘନ...

ନଭେମ୍ବର ୧୭ରୁ ବଢ଼ିବ ଶୀତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୧୭ରୁ ବଢ଼ିବ ଶୀତ। ଦିନ ଅପେକ୍ଷା ରାତିର ତାପମାତ୍ରା କମିବ। କେତେକ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ...

ଗଭୀର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟ ଲଘୁଚାପ ଭୀର ଅବପାତରେ ପରିଣତ ହୋଇଛି। ପାରାଦୀପଠାରୁ ୮୧୦ କିଲୋମିଟର ଦୂରରେ ଗଭୀର ଅବପାତ ରୂପ ନେଇଛି। ଏହା ୯ କିଲୋମିଟର ବେଗରେ ଉତ୍ତର...