ଜୁନ୍‌ ୨୦ରୁ ୨୨ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ଜୁନ୍‌ ୨୦ରୁ ୨୨ ମଧ୍ୟରେ ଓଡ଼ିଶା ଉପକୂଳ ଛୁଇଁବ ମୌସୁମୀ ବାୟୁ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦକ୍ଷିଣ ଓଡ଼ିଶା ଦେଇ ରାଜ୍ୟରେ ପ୍ରବେଶ...

୬ ଜିଲ୍ଲାକୁ ଭୀଷଣ ବଜ୍ରପାତ ସତର୍କତା

ଓଡ଼ିଶାଲାଇଭ୍‌ ବ୍ୟୁରୋ କାଳବୈଶାଖୀ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ସାଙ୍ଗକୁ ଭୀଷଣ ବଜ୍ରପାତ ହେବାର ଆଶଙ୍କା କରାଯାଉଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି...

୮ ଜିଲ୍ଲାକୁ ବର୍ଷା ସାଙ୍ଗକୁ ବଜ୍ରପାତ ସତର୍କ ସୂଚନା

ଓଡ଼ିଶାଲାଇଭ ବ୍ୟୁରୋ ରଜର ଦ୍ୱିତୀୟ ଦିନକୁ ମତୁଆଲା କରିଛି କୋହଲା ପାଗ। ହେଲେ ଏହି ମଜାକୁ ବର୍ଷା ସମ୍ପୂର୍ଣ୍ଣ ଖରାପ କରିଦେଇ ପାରେ। କାରଣ ରାଜ୍ୟର କେତେକ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗର ସତର୍କ...

୧୧ଟି ସହରରେ ୪୦ ଉପରେ ପାରଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୁନ ମାସରେ ମଧ୍ୟ ଭାଗରେ ପହଞ୍ଚିଲାଣି ହେଲେ ଓଡ଼ିଶାରେ ମୌସୁମୀର ଦେଖାନାହିଁ। ଏପଟେ ଗ୍ରୀଷ୍ମପ୍ରବାହରେ ରାଜ୍ୟବାସୀ ଛଟପଟ ହେଉଛନ୍ତି। କାଳବୈଶାଖି ଯୋଗୁଁ ଉପକୂଳ ଅଞ୍ଚଳରେ ତାପମାତ୍ରା ସାମାନ୍ୟ କମ୍‌ ଥିବା ବେଳେ...

୧୪ ଜିଲ୍ଲାକୁ ସତର୍କ ସୂଚନା, ଭାରି ବର୍ଷା ସାଙ୍ଗକୁ ବଜ୍ରପାତର ସମ୍ଭାବନା

ଓଡ଼ିଶାଲାଇଭ ବ୍ୟୁରୋ କିଛି ଦିନ ହେବ ପ୍ରବଳ ଖରାରୁ ରାଜବାସୀଙ୍କୁ ସମାନ୍ୟ ଆଶ୍ୱସ୍ତି ମିଳିଛି। ପାଗ କୋହଲା ଯୋଗୁଁ ଅସହ୍ୟ ଗୁଳୁଗୁଳିରୁ ନିସ୍ତାର ପାଇଛନ୍ତି ରାଜ୍ୟବାସୀ। ସେପଟେ ରାଜ୍ୟରେ କିଛି ଜିଲ୍ଲାରେ କାଳବୈଶାଖୀ ନେଇ...

ଉପକୂଳ କୋହଲା, ପଶ୍ଚିମରେ ତାତି – ୭ ସହରରେ ୪୦ ଉପରେ ପାରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ତାତିରୁ ସାମାନ୍ୟ ଆଶ୍ୱସ୍ତି। ଗୁରୁବାର ରାଜ୍ୟର ଉପକୂଳରେ ପାଗ କୋହଲା ଥିଲା। ହେଲେ ପଶ୍ଚିମ ଓଡ଼ିଶାରେ ତାପମାତ୍ରାରେ ସେମିତି ଆଖିଦୃଶିଆ ପରିବର୍ତ୍ତନ ଦେଖାଦେଇନାହିଁ। ଆଜି ରାଜ୍ୟର ୭ଟି ସହରରେ ତାପମାତ୍ରା ୪୦...

ଝଡ଼ତୋଫାନ ଓ ବଜ୍ରପାତ ନେଇ ୧୯ ଜିଲ୍ଲାକୁ ସତର୍କ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ରାତିରେ ରାଜ୍ୟର କେତେକ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରାଜ୍ୟର ୧୯ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି। ସତର୍କ...

ଆହୁରି ୩ଦିନ ଜଳିବ ଅଧା ଓଡ଼ିଶା – ୧୭ ଜିଲ୍ଲାକୁ ହିଟ୍‌ୱେଭ୍ ଜାରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଚଣ୍ଡ ଖରାରେ ଛଟପଟ ରାଜ୍ୟବାସୀ। ଅସମ୍ଭାଳ ଖରା ପାଇଁ ଦିନ ବେଳା ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ଝାଞ୍ଜି ଖରା ତା’ ସାଙ୍ଗକୁ ଅସମ୍ଭାଳ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ସାଧାରଣ ଜନତା।...

୫ଟି ଜିଲ୍ଲାକୁ ଝଡ଼ତୋଫାନ ସତର୍କ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅସହ୍ୟ ତାତିରେ ଝଟପଟ ରାଜ୍ୟବାସୀ। ରାଜ୍ୟରେ ଗରମରୁ ନିସ୍ତାର ମିଳୁନଥିବା ବେଳେ ଏଣେ ଝଡ଼ତୋଫାନ ଆଶଙ୍କା କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବୁଧବାର ସନ୍ଧ୍ୟାରେ ରାଜ୍ୟର କେତେକ ସ୍ଥାନରେ ଝଡ଼ତୋଫାନ...

ଜୁନ୍ ୧୩ରେ ଗୁଜୁରାଟ ଉପକୂଳ ଛୁଇଁବ ସାମୁଦ୍ରିକ ଝଡ଼ ‘ବାୟୁ’

ଓଡ଼ିଶାଲାଇଭ ବ୍ୟୁରୋ ସାମୁଦ୍ରିକ ଝଡ଼ ‘ବାୟୁ’  ଜୁନ ୧୩ ଅର୍ଥାତ ଆସନ୍ତା କାଲି ଗୁଜୁରାଟ ଉପକୂଳ ଛୁଇଁବ। ଆରବ ସାଗରରେ ସୃଷ୍ଟି ଏହି ସାମୁଦ୍ରିକ ଝଡ଼ ମହାରାଷ୍ଟ୍ରରୁ ଉତ୍ତର ଦିଗରେ ଗୁଜୁରାଟ ଆଡ଼କୁ ଯିବ। ଭାରତୀୟ...