ଭୋକିଲା ପେଟକୁ ଖାଦ୍ୟ ଯୋଗାଉଛନ୍ତି ବସ୍ତି ଯୁବକ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଭୋକିଲା ପେଟକୁ ଖାଦ୍ୟ ଯୋଗାଉଛନ୍ତି ବସ୍ତି ଯୁବକ। ଲକଡାଉନ୍ ପାଇଁ ଏବେ କାମ ନପାଇ ଦିନ ମଜୁରିଆମାନେ ଖାଇବା ପାଇଁ ଡହଳ ବିକଳ ହେଉଛନ୍ତି। ଏଭଳି ସମୟରେ ତାଙ୍କ ପାଇଁ...

ଇଂଲଣ୍ଡକୁ ୩୪୯ ରନ୍‌ର ଟାର୍ଗେଟ ଦେଲା ପାକିସ୍ତାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇସିସି କ୍ରିକେଟ ବିଶ୍ୱକପ୍‌ ୨୦୧୯ରେ ଆଜି ପାକିସ୍ତାନକୁ ଭେଟିଛି ଘରୋଇ ଇଂଲଣ୍ଡ। ପ୍ରଥମ ଇନିଂସ ଶେଷ ସୁଦ୍ଧା ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ଦେଇଛି ବଡ଼ ସ୍କୋର। ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ...

ବାରିପଦା ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତର ପାଇଁ ଅଣ୍ଟା ଭିଡ଼ିଲା ପ୍ରଶାସନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୂରଭଞ୍ଜ: ବାରିପଦା ସହର ମଧ୍ୟରେ ଥିବା ୪୨ ବର୍ଷର ପୁରଣା ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରାଯିବା ପାଇଁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ। ଏବେ ବସଷ୍ଟାଣ୍ଡଟି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବାରୁ ଲୋକମାନେ ନାହିଁ...

ନୂଆଁଖାଇରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ‘କାଳିଆ’ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମ ଓଡ଼ିଶାର ଗଣପର୍ବ ତଥା ଚାଷୀଙ୍କ ପର୍ବ ନୂଆଁଖାଇ ଅବସରରେ ଚାଷୀଙ୍କୁ ଦିଆଯାଇଛି ‘କାଳିଆ’ ଟଙ୍କା। ପ୍ରତ୍ୟେକ ଚାଷୀଙ୍କୁ କାଳିଆ ଯୋଜନାରେ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଏହି...

କେନ୍ଦ୍ରାପଡ଼ା କାହାର ହେବ? ଶଶି ନା ଗଣେଶ୍ୱର?

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ଲୋକସଭା ଆସନକୁ ନେଇ ଗଣ ମାଧ୍ୟମରେ ଘମାଘୋଟ ଚର୍ଚ୍ଚା ଚାଲିଥିବା ବେଳେ ଏହି ବିଧାନସଭା ଆସନଟି କାହା ହାତକୁ ଯିବ ସେ ନେଇ ଏହିକ୍ଷଣି ଆଲୋଚନା ଜୋର୍ ଧରିଛି। ଏହି...

ଭାଜି ହେଉଛି ଓଡ଼ିଶା, ଆଜି ବି ରହିବ ତାତି

ଓଡ଼ିଶାଲାଇଭ ବ୍ୟୁରୋ ଗତ କିଛିଦିନ ହେବ ସାରାରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଅନେକ ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ମଙ୍ଗଲବାର ଭୁବନେଶ୍ଵର ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ଥିଲା। ଏହାସହିତ ୮ଟି ସହରର...

ସବୁ ଜିଲ୍ଲାକୁ ପଠାଗଲା କରୋନା ଟିକା – କଟକକୁ ସର୍ବାଧିକ ୧୭,୧୯୦ ଡୋଜ୍

ଓଡ଼ିଶାଲାଇଭ୍ ବ୍ୟୁରୋ ସିରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କୋଭିସିଲ୍ଡ ଟିକା ପରେ ବୁଧବାର ଭାରତ ବାୟୋଟେକର କୋଭାକ୍ସିନ ଟିକା ଓଡ଼ିଶା ଆସିଛି। ଏହି ଟିକାକୁ ଏବେ ରାଜ୍ୟ ଟିକା ଭଣ୍ଡାରରେ ରଖାଯାଇଛି। କୋଭାକ୍ସିନ ଟିକାକୁ ଭୁବନେଶ୍ଵରରେ ଦିଆଯିବା...

ଜାଣନ୍ତୁ ଆଜିର ରାଶିଫଳ – (୦୫ ଫେବ୍ରୁଆରି ୨୦୨୧, ଶୁକ୍ରବାର)

rashi fala
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି ମାଘ କୃଷ୍ଣ ଅଷ୍ଟମୀ ଦିବା ୧୦:୦୭:୩୭ ଗତେ ନବମୀ ତିଥି। ତୁଳାଚନ୍ଦ୍ର ଦିବା ୧୨:୪୭ ଗତେ ବିଛାଚନ୍ଦ୍ର। ବିଶାଖା...

ମୋଦି-ଶାହଙ୍କୁ କୃଷ୍ଣ-ଅର୍ଜୁନଙ୍କ ଯୋଡ଼ି କହି ପ୍ରଶଂସା କଲେ ସୁପରଷ୍ଟାର ରଜନୀକାନ୍ତ

ଓଡ଼ିଶାଲାଇଭ ବ୍ୟୁରୋ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହଟାଇଥିବାରୁ ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ସୁପରଷ୍ଟାର ରଜନୀକାନ୍ତ। ଏହାସହ ମୋଦି-ଶାହଙ୍କୁ ସେ କୃଷ୍ଣ-ଅର୍ଜୁନଙ୍କ ଯୋଡ଼ି ମଧ୍ୟ...

ବିଧାନସଭା ମୌସୁମୀ ଅଧିବେଶନ: କମିଶନରେଟ ପୋଲିସର ଟ୍ରାଫିକ କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭା ମୌସୁମୀ ଅଧିବେଶନ ପାଇଁ ସେପ୍ଟେମ୍ୱର ୨୨ ତାରିଖରୁ ଅକ୍ଟୋବର ୪ ଯାଏଁ ଲାଗୁ ହେବ ଟ୍ରାଫିକ କଟକଣା ସେପ୍ଟେମ୍ୱର ୨୨ ତାରିଖରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭାର ମୌସୁମୀ...