ବଡ଼ଦାଣ୍ଡରେ ଗଡ଼ିଲା ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଏବେ ବଡ଼ଦାଣ୍ଡରେ ଗଡ଼ିଛି ଦେବଦଳନ ରଥ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁମାନେ ଭକ୍ତିଭାବରେ ରଥକୁ ଟାଣିବା ଆରମ୍ଭ କରିଛନ୍ତି। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପରେ ଦେବଦଳନ ରଥ...
ଆଉ ୧୦ ଲକ୍ଷ ଚାଷୀ ହେବେ କାଳିଆରେ ସାମିଲ
ଓଡ଼ିଶାଲାଇଭ୍ ବ୍ୟୁରୋ
କାଳିଆରେ ସାମିଲ ହେବେ ଆଉ ୧୦ ଲକ୍ଷ ଚାଷୀ। ଏନେଇ ଗୁରୁବାର ସମୀକ୍ଷା ବୈଠକ ବସିଥିଲା।
କାଳିଆ ଯୋଜନା ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଏନେଇ ସୂଚନା ଦେଇଛନ୍ତି। କେହି...
ଭୁବନେଶ୍ଵର କ୍ଲବର ସଭାପତି ହେଲେ ଅସିତ୍ ତ୍ରିପାଠୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର କ୍ଲବର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀ।...
ଓଡ଼ିଆ ଭାରି ବଢ଼ିଆ: ରାଜ୍ୟସଭାର ଓଡ଼ିଆରେ ଶପଥ ନେଲେ ଓଡ଼ିଶାର ତିନି ସାଂସଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭାର ସାଂସଦ ଭାବେ ଓଡ଼ିଆରେ ଶପଥ ନେଇଛନ୍ତି ବିଜେଡ଼ିର ତିନି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ପ୍ରଶାନ୍ତ ନନ୍ଦ। ଓଡ଼ିଆରେ ଶପଥ ଗ୍ରହଣ କରିବା ବେଳେ ରାଜ୍ୟସଭା ଅଧ୍ୟକ୍ଷ...
ଏପ୍ରିଲ ୩୦ ଯାଏଁ ଓଡ଼ିଶାରେ ତାଲାବନ୍ଦ – କୃଷି କାର୍ଯ୍ୟ ଉପରେ ନାହିଁ କଟକଣା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଲକ୍ଡାଉନ୍ ବେଳେ ଜାରି ରହିବ କୃଷି କାର୍ଯ୍ୟ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସାମାଜିକ ଦୂରତା ରଖି ଚାଷ କାମ କରିବାକୁ କୃଷକମାନଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର।...
ମାର୍ଚ୍ଚ ୧୫ରୁ ‘କୃଷି ଓଡ଼ିଶା ୨୦୨୧’ – ଭୁବନେଶ୍ୱରରେ ୫ ଦିନ ଚାଲିବ କୃଷି ମହାକୁମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାର୍ଚ୍ଚ ୧୫ରୁ 'କୃଷି ଓଡ଼ିଶା ୨୦୨୧'
୫ ଦିନ ଧରି ଚାଲିବ କୃଷି ମହାକୁମ୍ଭ
ଭୁବନେଶ୍ୱର, ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ହେବ ଆୟୋଜନ
ଏ ବର୍ଷର...
ଟ୍ରମ୍ପ ଦେଖିଲେ ଭାରତୀୟ ପାରମ୍ପରିକ କଳାକୃତିର ଝଲକ
ଓଡ଼ିଶାଲାଇଭ୍ ବ୍ୟୁରୋ
ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗ ଦେଲେ ଅମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି କାର୍ଯ୍ୟକ୍ରମ ଜରିଆରେ ଦେଖିଲେ ଭାରତୀୟ ପାରମ୍ପରିକ କଳାର ଝଲକ।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ...
ଦିଲ୍ଲୀରେ ଖେଳା ଯିବନି ଆଇପିଏଲ ମ୍ୟାଚ – ମନିଷ ସିସୋଦିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲକୁ କୋରୋନା ସଙ୍କଟ। ଚଳିତ ବର୍ଷ ଆଇପିଏଲର କୌଣସି ମ୍ୟାଚ ଦିଲ୍ଲୀରେ ଖେଳା ଯିବ ନାହିଁ। ଏନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଟୁଇଟ କରି ସୂଚନା ଦେଇଛନ୍ତି।
दिल्ली सरकार ने...
ଆଲୁମିନିୟମରେ ଭାରତକୁ ସ୍ୱାବଲମ୍ବୀ କରିବାକୁ ଚାହୁଁଛି ବେଦାନ୍ତ – ଅଜୟ ଦୀକ୍ଷିତ
ଓଡ଼ିଶାଲାଇଭ୍ ବିଜିନେସ୍ ବ୍ୟୁରୋ
"ଆଲୁମିନିୟମ ସେକ୍ଟରକୁ ଆମେ ସମୃଦ୍ଧ କରିବାକୁ ଚାହୁଁଛୁ। ବିଗତ ଦିନ ତୁଳନାରେ ଏବେ ବେଦାନ୍ତ ଲାଞ୍ଜିଗଡ଼ ପ୍ଲାଣ୍ଟରୁ ଅଧିକରୁ ଅଧିକ ଆଲୁମିନା ଉତ୍ପାଦନ କରୁଛି। ଆଗାମୀ ଦିନରେ ଆହୁରି ଅଧିକ...
ମୟୂରଭଞ୍ଜ: ଭୀମକୁଣ୍ଡରେ ଭାସି ଗଲେ ଅଜଣା ବ୍ୟକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାର ଭୀମକୁଣ୍ଡ ପର୍ଯ୍ୟଟନ ସ୍ଥଳରେ ଅଘଟଣ। ବଡ଼ଦିନରେ ଅବସରରେ ପିକନିକ କରିବା ପାଇଁ ଭୀମକୁଣ୍ଡ ଆସି ଗଭୀର ଜଳରେ ଭାସିଗଲେ ଯୁବକ। ବର୍ତ୍ତମାନ ସୁଦ୍ଧା କୌଣସି...


















