ଓଡ଼ିଶାଲାଇଭ୍‌ ବ୍ୟୁରୋ

କାଳିଆରେ ସାମିଲ ହେବେ ଆଉ ୧୦ ଲକ୍ଷ ଚାଷୀ। ଏନେଇ ଗୁରୁବାର ସମୀକ୍ଷା ବୈଠକ ବସିଥିଲା।

କାଳିଆ ଯୋଜନା ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଏନେଇ ସୂଚନା ଦେଇଛନ୍ତି। କେହି ଚାଷୀ ଏହି ଯୋଜନାରୁ କିପରି ବାଦ୍‌ ନପଡ଼ନ୍ତି ସେନେଇ ଦୃଷ୍ଟି ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

ମାର୍ଚ୍ଚ ପହିଲାରୁ ଏହାର ତାଲିକା ବାହାରିବ। ଏପ୍ରିଲ ୧ରେ ଦ୍ୱିତୀୟ କିସ୍ତି ସହାୟତା ରାଶି ପ୍ରଦାନ ନେଇ ଆଲୋଚନା କରାଯାଇଛି।

 

Comment