ଦିଲ୍ଲୀରେ ଅସମ୍ଭାଳ କରୋନା – ଦିନକରେ ୧୩୧ ମୃତ, ୭ ହଜାର ୪୮୬ ପଜିଟିଭ ଚିହ୍ନଟ

delhi corona
ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀରେ ପୁଣି ବଢ଼ୁଛି କରୋନା ସଂକ୍ରମଣ। ନିୟମ କଡ଼ାକଡ଼ି କଲେ କେଜରିଓ୍ୱାଲ ସରକାର। ଦିଲ୍ଲୀର କରୋନା ମହାମାରୀ ପୁଣି ଭୟଙ୍କର ରୂପ ନେଉଛି। ଗତ ୧୦ ଦିନ ମଧ୍ୟରେ ଦିଲ୍ଲୀରେ ପ୍ରାୟ ୬୦...

ମଧୁବାବୁ ପେନସନଧାରୀଙ୍କୁ ମିଳିବ ଆଉ ହଜାରେ ଟଙ୍କା, କିନ୍ନରଙ୍କୁ ମଧ୍ୟ ମିଳିବ ଭତ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ ମଧୁବାବୁ ପେନସନ ଯୋଜନାରେ ସାମିଲ ଥିବା ହିତାଧିକାରୀଙ୍କୁ ଆଉ ହଜାରେ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏବଂ ନୂଆକରି ରାଜ୍ୟରେ କିନ୍ନରମାନଙ୍କୁ ଭତ୍ତା ପ୍ରଦାନ କରାଯିବ। ଏନେଇ ସାମାଜିକ କଲ୍ୟାଣ ମନ୍ତ୍ରୀ...

ମେଲାଣି ନେବେ ମା’

ଓଡ଼ିଶାଲାଇଭ୍ ବ୍ୟୁରୋ ଧରାପୃଷ୍ଠରେ ଲୀଳାଖେଳା ସାରି ବିଦାୟ ନେବେ ମା’। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି।  ବାଜା, ବାଣ ପଟୁଆରରେ ମା’ଙ୍କୁ ବିଦାୟ ଦିଆଯିବ। ଏଥିପାଇଁ କଟକର ଦେବୀଗଡା ଏବଂ ଭୁବନେଶ୍ୱରର କୁଆଖାଇ ଓ ଦୟା...

ଘର ସାମ୍ନାରୁ ଚୋରି ହୋଇଗଲା କୁମାର ବିଶ୍ୱାସଙ୍କ କାର୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବତନ ଆପ୍‌ ନେତା ତଥା ଜଣାଶୁଣା କବି କୁମାର ବିଶ୍ୱାସଙ୍କ କାର୍‌ ଚୋରି ହୋଇଯାଇଛି। ଉତ୍ତରପ୍ରଦେଶ ଗାଜିଆବଦର ଇନ୍ଦିରାପୁରମ୍‌ସ୍ଥିତ ଘର ସାମ୍ନାରୁ ଦୁବୃର୍ତ୍ତ ତାଙ୍କ କାର୍‌କୁ ଚୋରି କରି ନେଇଛନ୍ତି। ଏନେଇ କୁମାର...

ବଲାଙ୍ଗୀରରେ ୨ଟି ଅଘଟଣ: ମେଡିକାଲରେ ଅଗ୍ନିକାଣ୍ଡ, ଗୋଳାବାରୁଦ କାରଖାନାରେ ବିସ୍ଫୋରଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲାଙ୍ଗୀର ଜିଲ୍ଲାରେ ଶୁକ୍ରବାର ୨ଟି ଅଘଟଣ ଘଟିଛି। ଗୋଟିଏ ଅଘଟଣ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଘଟିଥିବା ବେଳେ ଆଉ ଗୋଟିଏ ସଇଁତଳା ବଡମାଲସ୍ଥିତ ଗୋଳାବାରୁଦ କାରଖାନାରେ ଘଟିଛି। ଏହି ଦୁଇଟି...

୩ କରୋନା ଆକ୍ରାନ୍ତ ଚିହ୍ନଟ – ଚିଲିକା ବଡ଼କୂଳ ପଞ୍ଚାୟତ ୭୨  ଘଣ୍ଟା ପାଇଁ ସଟ୍‌ଡାଉନ୍‌ 

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକର ବନକୂଳ ପଞ୍ଚାୟତକୁ ୭୨ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ପଞ୍ଚାୟତରୁ ତିନି ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ଏହି...

କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣରେ ନିଯୁକ୍ତି ସୁଯୋଗ, ମାର୍ଚ୍ଚ ୧୨ ପୂର୍ବରୁ କରନ୍ତୁ ଆବେଦନ

chakiri 3
ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣରେ ଜୁନିଅର କ୍ଲର୍କ ଏବଂ ଜୁନିଅର କ୍ଲର୍କ କମ୍ ଟାଇପିଷ୍ଟ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ମାର୍ଚ୍ଚ ୧୨ ସୁଦ୍ଧା...

OUATରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଓ୍ଵାକ-ଇନ୍‌-ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ OUATରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୭ରୁ ୨୯ ନଭେମ୍ଵର ଯାଏଁ ହେବ ଓ୍ଵାକ-ଇନ୍‌-ଇଣ୍ଟରଭ୍ୟୁ। ଭୁବନେଶ୍ଵରସ୍ଥିତ ଓଡ଼ିଶା ୟୁନିଭରସିଟି ଅଫ୍‌ ଏଗ୍ରିକଲ୍ଚର ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି)ରେ ବିଭିନ୍ନ ପଦବୀରେ...

୧୧୦୦ କିଲୋର ଖେଚୁଡ଼ି ସାଜିଲା ବିଶ୍ୱ ରେକର୍ଡ଼

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ ନିକଟରେ ଫୁଡ୍‌ ଫେଷ୍ଟରେ ମହକିଲା ସେଫ୍‌ ସଞ୍ଜୀବ କପୁର୍‌ଙ୍କ ହାତ ରନ୍ଧା ଖେଚୁଡ଼ି। ବାବା ରାମଦେବ ଦେଲେ ଖାଣ୍ଟି ଗୁଆ ଘିଅ ଛୁଙ୍କ। ୫୦୦ କିଲୋ ଚାଉଳ, ୩୦୦...

ଓଡ଼ିଶା ସଡ଼କ ପରିବହନ ନିଗମ: ଜେନେରାଲ ମ୍ୟାନେଜର ଏବଂ ଡି.ଜି.ଏମ୍‌ ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସଡ଼କ ପରିବହନ ନିଗମରେ ଜେନେରାଲ ମ୍ୟାନେଜର ଏବଂ ଡି.ଜି.ଏମ୍‌ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମାର୍ଚ୍ଚ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଓ୍ଵାକ୍‌...