କେନ୍ଦ୍ରାପଡ଼ାରେ ଟ୍ରିପଲ ମର୍ଡର – ମଦ ଉଜାଡ଼ିଦେଲା ସଂସାର

ଓଡ଼ିଶାଲାଇଭ୍ ବ୍ୟୁରୋ ମଦ ପିଇବାପରେ ମଣିଷ ନିଜର ହିତାହିତ ଜ୍ଞାନ ହରାଇ ବସେ, ଆଉ ନିଶାଶକ୍ତ ହେବାପରେ ସେ ପିଶାଚ ପାଲଟିଯାଏ ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରପଡ଼ା ଜିଲ୍ଲାରେ। ଘଟଣାଟି ଯେତିକି...

ଓଡ଼ିଶାରେ କାଜୁ ଉତ୍ପାଦନ ଓ ରପ୍ତାନୀ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି ଏ.କେ.ଏମ୍ କମ୍ପାନି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ କାଜୁବାଦାମ ଶିଳ୍ପର ପ୍ରୋତ୍ସାହନ, ଏହାର ପ୍ରସାର ଏବଂ ଦେଶ ବିଦେଶରେ ଓଡ଼ିଶାର କାଜୁକୁ ଲୋକପ୍ରିୟ କରିବା କ୍ଷେତ୍ରରେ ଏ.କେ.ଏମ୍‍ ଆଗ୍ରୋ ଗ୍ରୁପ୍‍ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ରାଜ୍ୟରେ କାଜୁ...

ଭୋଟ ଦେଲେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୋଟ୍ ଦେଲେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ। ସେ ବିଜେପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଥିବା ୧୦୫ ନମ୍ବର ପୋଲିଂ ବୁଥରେ ନିଜ ମତ ଅଧିକାର ସାବ୍ୟସ୍ତ କରିଛନ୍ତି। “ଏହା ହିଁ ଆମ...

ଡି ଲିଙ୍କ୍ – କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଧଳସାମନ୍ତ ବ୍ରଦର୍ସଙ୍କ ସହ ଲିଙ୍କ୍ ଅଭିଯୋଗରେ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ମିଳିଛି। ରଞ୍ଜିତା ଖୁବ୍‌ଶୀଘ୍ର ଜେଲ୍‌ରୁ ମୁକୁଳିବେ। ଗତ ମାର୍ଚ୍ଚ ୭ ତାରିଖରେ ରଞ୍ଜିତାଙ୍କୁ କମିଶନରେଟ୍ ପୋଲିସ ଗିରଫ...

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତରତ୍ନ ସମ୍ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତରତ୍ନ ସମ୍ମାନ। ମରଣୋତ୍ତର ଭାବେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଏ ନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି କରାଯାଇଛି। ଜାନୁଆରି ୨୪...

ଗେରୁଆ ବସ୍ତ୍ର, ମୁଣ୍ଡରେ ତିଳକ, ହାତରେ ଖପୁରୀ: ଭୁଲ ଭୁଲେୟା ୨ରେ ଏମିତି ନଜର ଆସିବେ କାର୍ତ୍ତିକ୍‌

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡ ଆକ୍ଟର ଅକ୍ଷୟ କୁମାର ଓ ବିଦ୍ୟା ବାଲାନ୍‌ଙ୍କ ହରର୍‌ କମେଡି ଫିଲ୍କ ଭୁଲ୍‌ ଭୁଲେୟାର ପାର୍ଟ ୨ ହେବାକୁ ଯାଉଛି। ଭୁଲ୍‌ ଭୁଲେୟା ୨ରେ ଏଥର ଖିଲାଡି ହିରୋ...

ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି – ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶୁକ୍ରବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସନ୍ଧ୍ୟା ୫ଟାରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରୁ ବାହାରିବେ। ସନ୍ଧ୍ୟା ୭ଟା ୩୦ରେ ଭୁବନେଶ୍ୱରର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ରାଜଭବନରେ ରାତ୍ରିଯାପନ କରିବା ପରେ...

ସାଧାରଣତନ୍ତ୍ର ଦିବସ: ଓଡ଼ିଶାର ୧୫ ପୋଲିସଙ୍କୁ ଜାତୀୟ ସାହସିକତା ପୁରସ୍କାର, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ

ଓଡ଼ିଶାଲାଇଭ୍ ବ୍ୟୁରୋ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଜାତୀୟ ସାହସିକତା ଓ ସେବା ପୁରସ୍କାର ଘୋଷଣା କରାଯାଇଛି। ଚଳିତବର୍ଷ ମୋଟ ୧,୧୩୨ ଜଣ ପୋଲିସକର୍ମୀ ଏହି ପୁରସ୍କାର ପାଇବେ। ପୋଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ...

ଝିଅ ବାହାଘର ପାଇଁ ଅନ୍ନସେବା ଖୋଲିଲେ ମୁକେଶ ଅମ୍ବାନି 

ଓଡ଼ିଶାଲାଇଭ୍ ବ୍ୟୁରୋ ଇଶାଙ୍କ ବିବାହ ଅବସରରେ ଗରିବ ଲୋକଙ୍କୁ ଭୋଜନ କରାଉଛନ୍ତି ମୁକେଶ ଅମ୍ବାନି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନି ରାଜସ୍ଥାନର ଉଦୟପୁରରେ ଅନ୍ନ ସେବା ଦେଉଛନ୍ତି। ମୁକେଶଙ୍କ ଝିଅ ଇଶା ଅମ୍ବାନିଙ୍କ ବିବାହ...

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ଅଧୀନରେ ନିଯୁକ୍ତି ସୁଯୋଗ, ମେ’ ୩ ତାରିଖ ସୁଦ୍ଧା କରନ୍ତୁ ଆବେଦନ

chakiri 4
ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ (OSSC) ଅଧୀନରେ ଜିଲ୍ଲା ସଂସ୍କୃତି ଅଧିକାରୀ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅନଲାଇନ୍ ଜରିଆରେ ଆବେଦନ କରିପାରିବେ। ଖାଲି ପଡ଼ିଥିବା ପଦବୀ...