ଧାୱନଙ୍କ ସ୍ଥାନରେ ଟିମ୍ ଇଣ୍ଡିଆରେ ରିଷଭ ପନ୍ତଙ୍କୁ ମିଳିପାରେ ସୁଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତକୁ ଲାଗିଛି ଧାୱନ ଝଟକା। ଆହତ କାରଣରୁ ୩ ସପ୍ତାହ ପାଇଁ ବିଶ୍ୱକପ୍ରୁ ବାହାର ହେବାପରେ ତାଙ୍କ ବଦଳରେ ଭାରତର ବିଶ୍ୱକପ୍ ସ୍କ୍ୱାଡ୍ରେ କିଏ ସାମିଲ ହେବ ସେନେଇ ଆରମ୍ଭ ହୋଇଛି...
ପୁଣି ବିଜେଡି ଫେରିବେ କି ଦାମ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
‘‘ମୁଁ କୌଣସି ଦଳରେ ଯୋଗ ଦେବିନି। ଯଦି ବିଜେଡିରୁ ଡକରା ଆସେ ତାହାଲେ ସେ ସମୟ ଆସିଲେ ବିଚାର କରିବି’’, ଏହା ହେଉଛି ଡାକ୍ତର ଦାମୋଦର ରାଉତଙ୍କ ପ୍ରତିକ୍ରିୟା।
ବିଜେପିରୁ ଇସ୍ତଫା...
ବରଗଡ଼ର ‘ଗୋ’ବନ୍ଧୁ’ କଶ୍ମୀର ସିଂହ – ବୁଲା ଗାଈଗୋରୁଙ୍କ ଲାଗି ସାଜିଛନ୍ତି ତ୍ରାଣକର୍ତ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
(କୃତ୍ତିକା ଶତପଥୀ): ଆମ ଭାରତୀୟ ସଂସ୍କୃତିରେ ଗାଈଙ୍କୁ ‘ଗୋମାତା’ ବୋଲି ସମ୍ବୋଧନ କରାଯାଏ। ଭାରତୀୟ ସଭ୍ୟତାରେ ଗୋପାଳନକୁ ବି ଗୁରୁତ୍ୱ ଦିଆଯାଏ।
ହେଲେ ବର୍ତ୍ତମାନ ଆଧୁନିକତାର ଏହି ସହରୀ ସଭ୍ୟତାରେ ଆମେ ଗୋରୁଗାଈଙ୍କ...
ଘରୋଇ ଉପାୟରେ କାନ ଯନ୍ତ୍ରଣାରୁ କେମିତି ପାଇବେ ରକ୍ଷା?
ଓଡ଼ିଶାଲାଇଭ ବ୍ୟୁରୋ
ସାଧାରଣତଃ ଥଣ୍ଡା, ଜ୍ୱର, ପାଣି ଜମିବା, ସଂକ୍ରମଣ ଇତ୍ୟାଦି ଯୋଗୁ କାନରେ ଯନ୍ତ୍ରଣା ହୋଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ବିଭିନ୍ନ ଉପାୟ ଆପଣେଇ ଥାଆନ୍ତି। ହେଲେ ଘରୋଇ ଉପାୟରେ...
ମାନୁ ନାହାନ୍ତି କରୋନା ନିୟମ – ଦିନକରେ ଅମାନିଆଙ୍କଠାରୁ ୨୫ ଲକ୍ଷ ଜରିମାନା ଆଦାୟ କଲା ଓଡ଼ିଶା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନା ସଂକ୍ରମଣ ଭୟାନକ ହେଉଛି। ହେଲେ ଏବେ ବି କିଛି ଲୋକ ଖୁଲମ ଖୁଲ୍ଲା ବୁଲୁଛନ୍ତି। ନା ମୁହଁରେ ରହୁଛି ମାସ୍କ, ନା ରହୁଛି ସାମାଜିକ ଦୂରତା। ଏଭଳି ଅମାନିଆଙ୍କୁ...
ବିଜେପିର ମହିଳା ‘ଶକ୍ତି’ : ଅପରାଜିତା, ସଙ୍ଗୀତା, ଅନିତା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଏଥର ବିଜେଡିର ‘ଶକ୍ତି’ ବନାମ ବିଜେପି ‘ଶକ୍ତି’
୨୦୧୯ ନିର୍ବାଚନ ବୈତରଣୀ ପାର ହେବା ପାଇଁ ‘ନାରୀ ଶକ୍ତି’ ଉପରେ ଗୁରୁତ୍ୱ ଦେଉଛି ବିଜେଡି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ...
ଲକ୍ଡାଉନ୍ ସମୟରେ କେମିତି ସମୟ କାଟୁଛନ୍ତି ମୋଦୀ, ଜାରି କଲେ ଭିଡିଓ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲକ୍ଡାଉନ ସମୟର ସମସ୍ତେ ନିଜ ଘରେ ବସିଛନ୍ତି। ଏହି ସମୟରେ ଦେଶର ପ୍ରଧାନମନ୍ତ୍ରୀ କେମିତି ସମୟ ବିତାଉଛନ୍ତି ଏନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ନିଶ୍ଚୟ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ...
ଚୀନରେ ବିଶ୍ୱର ଦ୍ରୁତତମ ବୁଲେଟ୍ ଟ୍ରେନ୍ ଲୋକାର୍ପିତ: ଘଣ୍ଟା ପ୍ରତି ବେଗ ୪୫୦ କିଲୋମିଟର
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନ୍ ଏକ ଅତ୍ୟାଧୁନିକ ହାଇସ୍ପିଡ୍ ବୁଲେଟ୍ ଟ୍ରେନର ଲୋକାର୍ପଣ କରିଛି। ଏହି ସିଆର୍୪୫୦ ବୁଲେଟ୍ ଟ୍ରେନ ଘଣ୍ଟା ପ୍ରତି ୪୫୦ କିଲୋମିଟର ବେଗରେ ଯାତ୍ରା କରିଛି। ଏହା ବିଶ୍ୱର ଦ୍ରୁତତମ ବୁଲେଟ୍...
ଯୁବକଙ୍କ ଉପରେ ଏସିଡ୍ ମାଡ଼ କଲେ ଯୁବତୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଜ ପ୍ରେମୀ ଉପରେ ଏସିଡ୍ ଫିଙ୍ଗିଲେ ପ୍ରେମିକା।
ଉତ୍ତର ପ୍ରଦେଶର ସୁଲତାନା ପୁରରେ ଜଣେ ଯୁବତୀ ତାଙ୍କ ପ୍ରେମୀଙ୍କ ଉପରକୁ ଏସିଡ ଫିଙ୍ଗିଛନ୍ତି। ଏହିଳି ଘଟଣା ସେଠାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି...
ଆଜି ବର୍ଷର ସବୁଠାରୁ ଛୋଟ ଦିନ: ଭୁବନେଶ୍ଵରରେ ଦିନର ସମୟ ରହିବ ୧୦ ଘଣ୍ଟା ୫୪ ମିନିଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ଚଳିତ ବର୍ଷର ସବୁଠାରୁ ଛୋଟ ଦିନ। ଡିସେମ୍ବର ୨୧ ତାରିଖରେ ସବୁଠୁ ଛୋଟ ଦିନ ଦେଖିବାକୁ ଯାଉଛନ୍ତି ବିଶ୍ୱବାସୀ। ଏନେଇ ସୂଚନା ଦେଇଛନ୍ତି ବିଶିଷ୍ଟ ମହାକାଶ ବିଜ୍ଞାନୀ ଡକ୍ଟର...


















