ଓଡିଶାଲାଇଭ୍ ବ୍ୟୁରୋ 
ଦୁର୍ଗା ପୂଜାକୁ ନେଇ ଭୁବନେଶ୍ୱରରେ ଉତ୍ସବର ମାହୋଲ। ଆଉ ଏହାକୁ ଅଧିକ ରଙ୍ଗିନ କରିଛି ‘କିନ୍ନର’ମାନଙ୍କ ନିଆରା ‘ନବରାତ୍ରି’ ପୂଜା। ୭ ଦିନ ହେଲା ମା’ ନବଦୁର୍ଗାଙ୍କୁ ଆରାଧନା କରିବା ସହ ମହାନବମୀରେ ‘ଦାଣ୍ଡିଆ’ ତାଳରେ ଝୁମିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି କିନ୍ନର।