ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଏସିଆନ ଗେମ୍ସରେ ଭାରତକୁ ଆଉ ଏକ ସ୍ଵର୍ଣ୍ଣ। ପୁରୁଷ ୧୫ଶହ ମିଟର ଦୌଡ଼ରେ ଭାରତକୁ ୧୨ତମ ସ୍ଵର୍ଣ୍ଣ ଜିତାଇଛନ୍ତି ଆଥଲେଟ୍ ଜିନସନ୍ ଜନସନ।

ଜନସନ ୧୫ଶହ ମିଟରକୁ ୪୪.୭୨ ସେକେଣ୍ଡରେ ଅତିକ୍ରମ କରି ସ୍ଵର୍ଣ୍ଣ ପଦକ ହାତେଇଛନ୍ତି।

୧୨ଟି ସ୍ଵର୍ଣ୍ଣ, ୨୦ଟି ରୌପ୍ୟ ଓ ୨୫ଟି ବ୍ରୋଞ୍ଚ ସହ ମୋଟ ୫୭ଟି ପଦକ ଜିତି ଭାରତ ପଦକ ତାଲିକାର ନବମ ସ୍ଥାନରେ ରହିଛି।

Comment