ଓଡ଼ିଶାଲାଇଭ୍ ବ୍ୟୁରୋ
ୱେଲିଙ୍ଗଟନ୍ରେ ଭାରତର ଟ୍ୱେଣ୍ଟି୨୦ ସିରିଜ୍ ଆରମ୍ଭ ହୋଇଛି। ଟସ୍ ଜିତ୍ ଭାରତ ଫିଲ୍ଡିଂ ନିଷ୍ପତ୍ତି ନେଇଛି। ଅନ୍ୟପଟେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିବ।
ଭାରତ ଦିନିକିଆ ସିରିଜକୁ ସହଜରେ ୪-୧ରେ ଜିତିଥିବା ବେଳେ ବିଜୟ ଧାରାକୁ ବଜାୟ ରଖିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ଅଛି।
ସେପଟେ ଭାରତ ବିପକ୍ଷ ଟ୍ୱେଣ୍ଟି୨୦ରେ ଭଲ ରେକର୍ଡ ରଖୁଥିବା ନ୍ୟୁଜିଲାଣ୍ଡ ଏହି ସିରିଜ୍ ଜିତ୍ ସମ୍ମାନ ହାସଲ କରିବାକୁ ଚାହିଁବ।