ଓଡ଼ିଶାଲଇଭ୍ ପଲିଟିକାଲ୍‌ ବ୍ୟୁରୋ

ବିଜେପି ସୋମବାର ୨ଲୋକସଭା ସହ ୯ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି।

କଟକ ଓ କନ୍ଧମାଳ ଆସନ ଲାଗି ବିଜେପିର ପ୍ରାର୍ଥୀ ହୋଇଛନ୍ତି ଖାରବେଳ ସ୍ୱାଇଁ ଓ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର।

ଝାରସୁଗୁଡ଼ା ଆସନ ଲାଗି – ଦିନେଶ ଜୈନ

ରେଢ଼ାଖୋଲ – ଦେବେନ୍ଦ୍ର ମହାପାତ୍ର

ଭଣ୍ଡାରିପୋଖରୀ – ବଦ୍ରିନାରାୟଣ ଧଳ

ଜୟଦେବ ଲାଗି – ନରେନ୍ଦ୍ର ନାୟକ

ଜଟଣୀ ଲାଗି – ବିଶ୍ୱରଞ୍ଜନ ବଡଜେନା

ବେଗୁନିଆ ଲାଗି – ଋିଷଭ ନନ୍ଦ

ଭଦ୍ରକ ଲାଗି – ପ୍ରଦୀପ ନାୟକ

ଫୁଲବାଣୀ ଲାଗି – ଦେବନାରାୟଣ ପ୍ରଧାନ

ପାରାଦୀପ ଲାଗି – ସମ୍ପଦ ସ୍ୱାଇଁଙ୍କୁ ପ୍ରାର୍ଥୀ କରିଛି ଦଳ

Comment