ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଝିଅ ଅମିତା ପଣ୍ଡା ମିସେସ୍‌ ସେଣ୍ଟ୍ରାଲ ପାସିଫିକ୍‌ ଏସିଆ ୟୁନିଭର୍ସର କ୍ରାଉନ୍‌ ଜିତିଛନ୍ତି। ଅମିତା ବର୍ତ୍ତମାନ ମସସେସ୍‌ ୟୁନିଭର୍ସ ୨୦୧୯ରେ ଭାରତର ପ୍ରତିନିଧିତ୍ତ୍ୱ କରିବେ।

ଅମିତା ହେଉଛିନ୍ତି ଭୁବନେଶ୍ୱରର କାର୍ଡିଓଲୋଜିଷ୍ଟ ଡାକ୍ତର ପ୍ରଭଞ୍ଜନ ମହାପାତ୍ରଙ୍କ ଧର୍ମପତ୍ନୀ। ଅମିତା ଗୋଟେ କନ୍ୟା ସନ୍ତାନର ମା’ ମଧ୍ୟ ଅଟନ୍ତି।

Comment