ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଓଡ଼ିଶା ଆସିବେ ରାଜନାଥ ସିଂହ। ନୟାଗଡ଼, କଟକ, ମୟୂରଭଞ୍ଜରେ କରିବେ ସଭା।

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ନେତାମାନେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଜୋର କରୁଛନ୍ତିା ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା କେନ୍ଦ୍ର ନେତାଙ୍କ ଫୋକସରେ ଓଡ଼ିଶା ରହିଛିା

ଏଥିପାଇଁ କେନ୍ଦ୍ରର ବରିଷ୍ଠ ନେତାମାନେ ଲଗାତର ଓଡ଼ିଶା ଗସ୍ତ କରୁଛନ୍ତିା ଏହି କ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଆଜି  ଓଡ଼ିଶା ଆସିବୋ

ଏନେଇ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତିା ରାଜନାଥ ସିଂହ ଆସନ୍ତା କାଲି ଓଡ଼ିଶା ଆସି ନୟାଗଡ଼, କଟକ, ମୟୂରଭଞ୍ଜରେ ସଭା କରିବୋ

ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଓଡ଼ିଶା ଆସିବୋ ଏପ୍ରିଲ ୨୩ରେ ମୋଦି କେନ୍ଦ୍ରାପଡ଼ା, ବାଲେଶ୍ୱର ସଭାରେ ଯୋଗ ଦେବୋ

Comment