ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ, ପ୍ରସ୍ତୁତି ଚୂଡ଼ାନ୍ତ

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଭୁବନେଶ୍ୱର, ପୁରୀ, ସମ୍ବଲପୁର, କଟକ, ଢେଙ୍କାନାଳ ଓ କେନ୍ଦୁଝର ଓ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନରେ ମତଦାନ ହେବା

naveen

ତୃତୀୟ ପର୍ଯ୍ୟାୟ ପ୍ରଚାର ପରେ ନବୀନଙ୍କ ଫକୋସରେ ଚତୁର୍ଥ ପର୍ଯ୍ୟାୟ ମତଦାନ

ତୃତୀୟ ପର୍ଯ୍ୟାୟ ପ୍ରଚାର ପରେ ଏବେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଫୋକସରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ। ଆଜି ଉପକୂଳରେ ମାରାଥନ ପ୍ରଚାର କରିବେ ନବୀନ।

ମତଦାନର ଦିନକ ପୂର୍ବରୁ ରାଜଧାନୀରେ ରାଜନୈତିକ ହିଂସା

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ। ଆଉ ଏହାର ଦିନକ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା। ଏପରିକି ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ପ୍ରାକ ନିର୍ବାଚନୀ ହିଂସା ପରିଲକ୍ଷିତ ହୋଇଛି।

ମେନକାଙ୍କ ବିରୋଧରେ ସୁଲତାନପୁରରେ ଆଜି ରାହୁଲ କରିବେ ପ୍ରଚାର

କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ନିଜ ଖୁଡ଼ି ତଥା ସୁଲତାନପୁରର ବିଜେପି ପ୍ରାର୍ଥୀ ମେନକା ଗାନ୍ଧିଙ୍କ ବିରୋଧରେ ନିର୍ବାଚନୀ ପ୍ରଚାର କରିବେ। ସୁଲତାନପୁର ବ୍ୟତିତ ରାହୁଲ ୟୁପିର ବାରବାଙ୍କି, ଆମେଥି ଓ ରାୟବରେଲିରେ ବି ପ୍ରଚାର କରିବେ। ଏହି ସମୟରେ ସେ ୨ଟି ଜନସଭାକୁ ସମ୍ବୋଧିତ କରିବେ।

 

Comment