ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଜାରି ରହିଥିଲାବେଳେ ବିଭିନ୍ନ ସ୍ଥାନରେ ଭୋଟର ଭୋଟ ବର୍ଜନ କରିଥବା ଖବର ସାମ୍ନାକୁ ଆସିଛିା ଭୋଟରଙ୍କ ବିଭିନ୍ନ ଦାବି ପୂରଣ ହୋଇନଥିବାରୁ ସେମାନେ ଭୋଟ ବର୍ଜନ କରିଥିବା ଜଣାପଡ଼ିଛିା

କୁଚିଣ୍ଡା ନିର୍ବାଚନମଣ୍ଡଳୀର ୩ଟି ବୁଥରେ ଏଯାଏଁ ଆଦୌ ଭୋଟ ପଡ଼ିନାହିଁ। ବାମଣ୍ଡାଗଡ଼, ଲେପେଇକାନି, ପରଙ୍ଗାମାଳବାସୀ ଭୋଟ ବର୍ଜନ କରିଛନ୍ତିା ସେହିପରି କେନ୍ଦୁଝରର ୨୪୬, ୨୪୭ ନମ୍ବର ବୁଥରେ ଭୋଟ ବର୍ଜନ ହୋଇଛିା କହ୍ନେଇଗୋଳା ଓ ରାଣୀପଦାବସୀ ଭୋଟ ବର୍ଜନ କରିଛନ୍ତିା

Comment