ଓଡ଼ିଶାଲାଇଭ ବ୍ୟୁରୋ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ବି ଅଜିତ ଡୋଭାଲ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତିା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ କାର୍ଯ୍ୟକାଳରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଥିଲେ ଅଜିତ ଡୋଭାଲ। ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ବି ଅଜିତ ଡୋଭାଲ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ରହିବୋ ଏଥିସହ ତାଙ୍କୁ କେନ୍ଦ୍ର ସରକାର କ୍ୟାବିନେଟ ପାହ୍ୟା ପ୍ରଦାନ କରିଛନ୍ତିା

ପ୍ରଥମ କାର୍ଯ୍ୟକାଳରେ ଜାତୀୟ ସୁରକ୍ଷା କ୍ଷେତ୍ରରେ ଭଲ କାମ କରିଥିବାରୁ ଡୋଭାଲଙ୍କୁ ପୁଣିଥରେ ସେହି ପଦବୀରେ ନିଯୁକ୍ତି ମିଳିଛିା ଅର୍ଥାତ ଆଗାମୀ ୫ ବର୍ଷ ପାଇଁ ଡୋଭାଲ ରାଷ୍ଟ୍ରୀୟ ପରାମର୍ଶଦାତା ରହିବୋ

ଡୋଭାଲ ୨୦୧୪ ମସିହାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିଲେ। ତାଙ୍କ କାର୍ଯ୍ୟକାଳ ଭିତରେ ଉରି ଆକ୍ରମଣ, ସର୍ଜିକାଲ ଷ୍ଟ୍ରାଇକ, ବାଲାକୋଟ ଏୟାରଷ୍ଟ୍ରାଇକ ଭଳି ବଡ଼ ଘଟଣା ସବୁ ଘଟିଥିଲା। ଏ କ୍ଷେତ୍ରରେ ଡୋଭାଲଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ସେ ତାଙ୍କ ଦାୟିତ୍ୱ ସୂଚାରୁରୂପେ ତୁଲାଇ ଥିଲୋ

LEAVE A REPLY

Please enter your comment!
Please enter your name here