ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛତିଶଗଡ଼ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରମଣ ସିଂହ ଅସୁସ୍ଥ ହୋଇପଡ଼ିଛନ୍ତି। ମଙ୍ଗଳବାର ରାତିରେ ରମଣ ସିଂହଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ହର୍ତ୍ତି କରାଯାଇଛି।ସୂଚନାଯୋଗ୍ୟ, ଗତ ଜୁଲାଇ ୨୨ ତାରିଖରେ ରମଣ ସିଂହ ଦିଲ୍ଲୀ ଗସ୍ତରେ ଯାଇଥିଲେ। ଦିଲ୍ଲୀ ଗସ୍ତରେ ଯାଇ ରମଣସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ସାକ୍ଷାତ କରିଥିଲେ।

Comment