ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଖୁବ୍ ଶୀଘ୍ର ଆରମ୍ଭ ହେବ ‘ମୋ କଲେଜ ଯୋଜନା’। ‘ମୋ ସ୍କୁଲ’ ଯୋଜନା ଭଳି ହେବା ‘ମୋ କଲେଜ ଯୋଜନା’। ଏନେଇ ବିଧାନସଭା ଗୃହରେ ଘୋଷଣା କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ।

ଗୃହରେ ମୁଲତବି ପ୍ରସ୍ତାବ ଆଲୋଚନା ବେଳେ ମନ୍ତ୍ରୀ ଏହା ଘୋଷଣା କରିଛନ୍ତି।

Comment