ଓଡ଼ିଶାଲାଇଭ ବ୍ୟୁରୋ

ନନ୍ଦନକାନନରେ ୧୦ ବର୍ଷିୟ ହାତୀ ଚନ୍ଦନର ମୃତ୍ୟୁ ହୋଇଛି। ଗତ ୧୩ ତାରିଖରେ ସେ ଅସୁସ୍ଥ ହୋଇ ପଡ଼ିଥିଲା। ତେବେ ଆଜି ତା’ର ମୃତ୍ୟୁ ହୋଇଛି।

ଆଜି ଭୋର ୩ଟା ୪୦ରେ ଚନ୍ଦନର ମୃତ୍ୟୁ ହୋଇଥିଲା। ସେ ହରପିସ ଭୂତାଣୁର ଶିକାର ହେବା ପରେ ଗତ ୧୩ ତାରିଖରେ ଅସିସ୍ଥ ହୋଇ ପଡ଼ିଥିଲା। ତେବେ ପୋଷ୍ଟମର୍ଟମ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।

ତେବେ ଚନ୍ଦନର ମୃତ୍ୟୁ ପରେ ନନ୍ଦନକାନନରେ ହାତୀ ସଂଖ୍ୟା ୬କୁ ଖସି ଆସିଛି।

Comment