ଓଡ଼ିଶାଲାଇଭ ବ୍ୟୁରୋ

ଅଭିନବ ଢଙ୍ଗରେ ଲୁଟି ନେଲେ ସୁନା। ଗ୍ରାହକ ବେଶରେ ଆସି ଜୁଏଲେରୀରୁ ଲୁଟି ନେଇଛନ୍ତି ୬୦ ଗ୍ରାମ ସୁନା। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅନ୍ତର୍ଗତ ବାଣପୁରରେ।

ଗ୍ରାହକ ବେଶରେ ଆସି ସୁନା ଦେଖିଥିଲେ ପରେ ଦୋକାନୀଙ୍କ ଅନ୍ୟମନସ୍କ ଯୋଗୁଁ ପ୍ରାୟ ୬୦ ଗ୍ରାମ ସୁନା ଲୁଟି ନେଲେ। ଏନେଇ ଦୋକାନୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comment