ଓଡ଼ିଶାଲାଇଭ ବ୍ୟୁରୋ

ଡ୍ରାଇଭିଂ ଲାଇସେନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ ପାଇଁ ହେବ କ୍ୟାମ୍ପ। ଏହି କ୍ୟାମ୍ପ ସମସ୍ତ ବ୍ଲକ ଓ ସବଡିଭିଜନ ସ୍ତରରେ କରାଯିବ। ଏହି କ୍ୟାମ୍ପରେ ପ୍ରଥମେ ଲର୍ଣ୍ଣିଂ ଲାଇସେନ୍ସ ଦେବାର ବ୍ୟବସ୍ଥା ରହିବ। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

ଏହାଛଡ଼ା ଅକ୍ଟୋବର ୧ରୁ ସବୁ ଗାଡ଼ି ପାଇଁ ଅନଲାଇନ ପଲ୍ୟୁସନ ସାର୍ଟିଫିକେଟ ବାଧ୍ୟତାମୂଳକ କରାଯିବ ସୋମବାର ପରିବହନ ବିଭାଗ ନିଜ ଟୁଇଟରରେ ଘୋଷଣା କରିଛନ୍ତି।

Comment