ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଯେକୌଣସି ପ୍ରକାର ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ମିଳିବ ଅଧିକ ସହାୟତା ରାଶି।

ସହିଦଙ୍କ ପରିବାର କିମ୍ବା ନିକଟ ସଂପର୍କୀୟଙ୍କୁ ଏଣିକି ୮ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ପୂର୍ବରୁ ସହିଦ ଯବାନଙ୍କ ପରିବାର କିମ୍ବା ସଂପର୍କୀୟଙ୍କୁ ୨ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଉଥିଲା।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସହାୟତା ରାଶି ବୃଦ୍ଧିକୁ ମଞ୍ଜୁର କରିଛନ୍ତି।

Comment