ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ନ୍ୟୁଜ୍‌ ଅପ୍‌ଡେଟ୍‌।

ଜିଲ୍ଲା ଜଜ୍ ପରୀକ୍ଷାରେ ସମସ୍ତେ ଫେଲ

ଜିଲ୍ଲା ଜଜ୍ ପଦ ପାଇଁ ନିକଟରେ ହୋଇଥିବା ଏକ ସୀମିତ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସବୁ ପ୍ରାର୍ଥୀ ଫେଲ ମାରିଛନ୍ତି। ବିଭିନ୍ନ ଜିଲ୍ଲାର ୧୪ଟି ଜିଲ୍ଲା ବିଚାରପତି ପଦ ପାଇଁ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ଖବର କାଗଜ ବିକାଳିରୁ ଦେଶର ଶ୍ରେଷ୍ଠ ବୈଜ୍ଞାନିକ: ମିସାଇଲ୍ ମ୍ୟାନ୍ ଅବଦୁଲ୍ କଲାମ

ସାଧାରଣ ମଣିଷଟିଏ ସିଏ କିନ୍ତୁ ତାଙ୍କ କାମ ଅସାଧାରଣ। ଭାରତର ମହାକାଶ ଯାତ୍ରାରେ ସେ ଥିଲେ ପ୍ରମୁଖ ସୂତ୍ରଧର। ବିଶ୍ୱରେ ଡକ୍ଟର ଏପିଜେ ଅବଦୁଲ କଲାମ ନାମରେ ପରିଚିତ ଏହି ବୈଜ୍ଞାନିକ ଭାରତରେ ମିସାଇଲ୍ ମ୍ୟାନ ଭାବେ ବେଶ ଜଣାଶୁଣା।

ଜନ୍ମ ନ୍ୟୁଜିଲାଣ୍ଡରେ ହେଲେ କ୍ରିକେଟ ଖେଳୁଛନ୍ତି ଇଂଲଣ୍ଡରୁ

ନ୍ୟୁଜିଲାଣ୍ଡରେ ଜନ୍ମଗ୍ରହଣ କରିଥିବା ବେନ ଷ୍ଟୋକ୍ସ ବର୍ତ୍ତମାନ ଇଂଲଣ୍ଡ ଦଳର ଷ୍ଟାର ଅଲରାଉଣ୍ଡର ଭାବେ ପରିଚିତ। ଚଳିତ ବିଶ୍ଵକପରେ ଇଂଲଣ୍ଡ ପକ୍ଷରୁ ଖେଳି ନ୍ୟୁଜିଲାଣ୍ଡକୁ ପରାସ୍ତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଷ୍ଟୋକ୍ସ।

କାର୍ତ୍ତିକ ମାସରେ ଓଡ଼ିଆମାନେ ପାଳନ୍ତି ଏହି ୭ଟି ପରମ୍ପରା

ଧର୍ମର ମାସ ହେଉଛି କାର୍ତ୍ତିକ ମାସ। ବିଶ୍ୱାସ ରହିଛି ଯେ, କାର୍ତ୍ତିକ ମାସରେ ହବିଷ କଲେ କୋଟି ଜନ୍ମର ପୁଣ୍ୟ ମିଳେ। ଓଡ଼ିଆ ପରମ୍ପରା ଅନୁଯାୟୀ, କୁମାର ପୂର୍ଣ୍ଣିମା ପରଦିନଠୁ ଆରମ୍ଭ ହୁଏ କାର୍ତ୍ତିକ ମାସ ହବିଷ ନୀତି। ଏହି ସମୟରେ ଶ୍ରୀକ୍ଷେତ୍ର ପୁରୀରେ ପବିତ୍ର କାର୍ତ୍ତିକ ମାସ ନୀତି ଚାଲିଥାଏ। ଦୂରଦୂରାନ୍ତରୁ ହବିଷ୍ୟାଳିମାନେ ହବିଷ ମାସ ପାଳିବା ପାଇଁ ପୁରୀରେ ଠୁଳ ହୁଅନ୍ତି। ତେବେ ହବିଷ ମାସରେ ୭ଟି ପ୍ରମୁଖ ନୀତିନିୟମର ପାଳନ କରାଯାଇଥାଏ।

Comment