ଓଡ଼ିଶାଲାଇଭ ବ୍ୟୁରୋ

ଗୋଲ୍ଡେନ ସ୍ୟାଣ୍ଡ ଆର୍ଟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ନଭେମ୍ଵର ୧୩ ୧୮ ତାରିଖ ପର୍ଯ୍ୟନ୍ତ ଇଟାଲିରେ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ସମାରୋହରେ ତାଙ୍କୁ ପୁରସ୍କୃତ କରାଯିବ।

ଏହି ସମାରୋହରେ ହେବାକୁ ଥିବା ସ୍କୋରନା ସ୍ୟାଣ୍ଡ ନେଟିଭିଟ କାର୍ଯ୍ୟକ୍ରମରେ ସୁଦର୍ଶନ ଭାରତ ପକ୍ଷରୁ ପ୍ରତିନିଧିତ୍ଵ କରିବେ। ଅନୁଷଅଠାନ ସଭାପତି ଭିଟୋ ମାରଚିଓ ପତ୍ର ଲେଖି ତାଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି।

Comment