ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୋର୍ଦ୍ଧାରେ ଏକ କ୍ଲିନିକରେ ପଶି ରବିବାର କିଛି ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ରେ ଗୁରୁତର ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କ ସୋମବାର ମୃତ୍ୟ ଘଟିଛି।

ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ  ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଗୁଳିମାଡ଼ରେ ଗୁରୁତର ଶିଶୁରୋଗ ବିଶେଷଜ୍ଞ ମାନସ ଦାସଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି।

ରବିବାର ଜଣେ ଦୁର୍ବୃତ୍ତ ବାଇକରେ ଆସି କ୍ଲିନିକରେ ଗୁଳିମାଡ଼ କରି ଚମ୍ପଟ ହୋଇଯାଇଥିଲେ।

Comment