ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଭାବେ ବୁଧବାର ଦାୟିତ୍ୱ ନେଇଛନ୍ତି ଜେନେରାଲ ବିପିନ ରାଓ୍ୱତ। ଦାୟିତ୍ୱ ଗ୍ରହଣ ଅବସରରେ ଦିଲ୍ଲୀ ଓ୍ୱାର ମେମୋରିଆଲ ଯାଇ ସେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ସ୍ଥଳସେନା, ନୌସେନା, ବାୟୁସେନା ଦେଶ ସୁରକ୍ଷା ପାଇଁ ଏକଜୁଟ ହୋଇ କାମ କରିବେ ବୋଲି ନୂଆ ଦାୟିତ୍ୱ ନେବା ପରେ ରାଓ୍ୱତ ଏକଥା କହିଛନ୍ତି।

‘‘୩ ସେନା ମଧ୍ୟରେ ସମନ୍ୱୟ ରଖିବା ସିଡିଏସ୍‌ଙ୍କ କାର୍ଯ୍ୟ। ଆମେ ରାଜନୀତିଠାରୁ ବହୁତଦୂରରେ। ଆମେ ଦେଶ ସୁରକ୍ଷା ପାଇଁ ମିଳିମିଶି କାମ କରିବୁ’’, କହିଛନ୍ତି।

Comment