ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରାୟ ଲୋକ ଚୂଡ଼ା ସନ୍ତୁଳା ଖାଇବାକୁ ପସନ୍ଦ କରିଥା’ନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ହିତକର। ଜାଣନ୍ତୁ, ଚୂଡ଼ା ସନ୍ତୁଳା ଖାଇବାର ଫାଇଦା?

ଚୂଡ଼ା ସନ୍ତୁଳାରେ ୭୯.୯ ପ୍ରତିଶତ କାର୍ବୋହାଇଡ୍ରେଟ୍‌ ଥାଏ। ଏହା ହଜମକ୍ରିୟାରେ ସହାୟକ ହେବା ସହ କୋଲେଷ୍ଟ୍ରଲକୁ କଣ୍ଟ୍ରୋଲ କରିଥାଏ।

ଚୂଡ଼ା ସନ୍ତୁଳାରେ ଫାଇବର ପ୍ରଚୁର ପରିମାଣରେ ଥାଏ। ଏହାକୁ ସକାଳେ ବେଳା ଖାଇଲେ ଆପଣକୁ ବଦ୍‌ହଜମି ଭଳି ସମସ୍ୟା ଦେଖାଦେବ ନାହିଁ।

୧୦୦ଗ୍ରାମ୍‌ ଚୂଡ଼ାସନ୍ତୁଳାରେ ୨୦ଏମ୍‌ଜି ଆଇରନ୍‌ ଭରି ରହିଥାଏ। ଏହାକୁ ପ୍ରତିଦିନ ଖାଇଲେ ଆଇରନ୍‌ର ଅଭାବ ଦୂର ହୋଇଥାଏ।

ଚୂଡ଼ା ସନ୍ତୁଳାରେ ଫାଇବର ପ୍ରଚୁର ପରିମାଣରେ ଥାଏ। ଏହା ପେଟକୁ ଅଧିକ ସମୟ ପାଇଁ ଭରି ରଖିଥାଏ। ଏହାକୁ ସକାଳ ସମୟରେ ଖାଇଲେ ଭୋକ ଲାଗି ନଥାଏ।

LEAVE A REPLY

Please enter your comment!
Please enter your name here