ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ସହରାଞ୍ଚଳ ଓ ଗ୍ରାମାଞ୍ଚଳର କିଛି ସ୍ଥାନରେ ଶୁକ୍ରବାର ବିଦ୍ୟୁତ ସେବା ବନ୍ଦ ରହିବ। ବିଦ୍ୟୁତ ଜନିତ ମରାମତି କାମ ପାଇଁ ସେସୁ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ସେସୁର ସୂଚନା ଅନୁଯାୟୀ ଶୁକ୍ରବାର ସକାଳ ୯ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଭୁବନେଶ୍ୱର ସହରାଞ୍ଚଳର କୃଷ୍ଣ ନଗର, ଦାରୁଠଙ୍ଗ, ଚନ୍ଦକା, ପଥରଗାଡ଼ିଆ, ସୁନ୍ଦରପୁର ଓ କୁଜିମହଲ ଅଞ୍ଚଳର ବିଦ୍ୟୁତ ସେବା ବନ୍ଦ ରହିବ।

ସେହିପରି ଭୁବନେଶ୍ଵର ଗ୍ରାମାଞ୍ଚଳର ତ୍ରିନାଥ ବଜାର, ମହିଧରପଡ଼ା, ଡିପିଏସ୍‌, ସାତୋଲ, ନଗରୀ ଓ ତିରନପଡ଼ାରେ ମଧ୍ୟ ସକାଳ ୯ଟାରୁ ଦିନ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ୍ କରାଯିବ ବୋଲି ସେସୁ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here