ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଟ୍ରାଇବାଲ୍‌ ଡେଭେଲପ୍‌ମେଣ୍ଟ ସୋସାଇଟି (OTDS) ରେ ଟେକ୍ନିକାଲ ଏକ୍ସପର୍ଟ (କ୍ଵାଲିଟି ଏଜୁକେସନ୍‌) ଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମାର୍ଚ୍ଚ ୨୦ରେ ଅନୁଷ୍ଠିତ ହେବ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ।

ଶିକ୍ଷାଗତ ଯୋଗ୍ୟତା– ସୋସିଆଲ୍‌ ଓ୍ଵାର୍କ ବା ସୋସିଆଲ୍‌ ସାଇନ୍ସରେ ସ୍ନାତକୋତ୍ତର ଡିଗ୍ରୀ କରିବା ସହ ସଂପୃକ୍ତ ବିଭାଗରେ ୫ ବର୍ଷର ଅଭି୫ତା ଥିବା ଆବଶ୍ୟକ।

ଦରମା– ୫୦,୦୦୦ ଟଙ୍କା

ନିଯୁକ୍ତି ସ୍ଥାନ– ଷ୍ଟେଟ୍‌ ଅଫିସ୍‌ ଅଫ୍‌ ଓଡ଼ିଶା ଟ୍ରାଇବାଲ୍‌ ଡେଭେଲପ୍‌ମେଣ୍ଟ ସୋସାଇଟି, ଭୁବନେଶ୍ଵର

ଇଣ୍ଟରଭ୍ୟୁ ସମୟ– ୨୦୨୦ ମାର୍ଚ୍ଚ ୨୦ ୧୦.୩୦ରୁ ୧୨ଟା

Odisha sasana

ଇଣ୍ଟରଭ୍ୟୁ ସ୍ଥାନ:

ଇଚ୍ଛୁକ ପ୍ରାର୍ଥୀମାନେ ନିଜର ସମସ୍ତ ଦରକାରୀ ପ୍ରମାଣପତ୍ର, ଶିକ୍ଷାଗତ କାଗଜପତ୍ର ସହ ନିମ୍ନଲିଖିତ ଠିକଣାରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଠିକଣା– SCSTRTI, ସିଆରପି ଛକ, ୟୁନିଟ୍‌- ୮, ଭୁବନେଶ୍ଵର, ଓଡ଼ିଶା-୭୫୧୦୧୨

ଏହି ନିଯୁକ୍ତି ବିଷୟରେ ଅଧିକ ଜାଣିବା ପାଇଁ otdc.in ରେ ଲଗ୍‌ଇନ୍‌ କରନ୍ତୁ।

source – www.chakiri.plus

Comment