ଓଡ଼ିଶାଲାଇଭ୍‌ ବ୍ୟୁରୋ


(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଗଞ୍ଜାମର କୋଦଳା ଅଞ୍ଚଳରୁ ଗିରଫ ହେଲେ ୪ କୁଖ୍ୟାତ ଡକାୟତ। ସେମାନେ ଏକ ନୂଆ ଡକାୟତି ଯୋଜନା ଚଳାଉଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି।

ପୋଲିସ ସେମାନଙ୍କଠାରୁ ୪ଟି ଅଫୁଟା ବୋମା, ୨ ଟି ଛୁରି, ୨ ଲଙ୍କା ଗୁଣ୍ଡ ପ୍ୟାକେଟ୍‌, ୨ଟି ଟର୍ଚ୍ଚ ଲାଇଟ ଓ ଅନ୍ୟାନ୍ୟ ଦ୍ରବ୍ୟ ଜବତ କରିଛି।

Comment