ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲାରେ ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ, ଲ୍ୟାବ୍ ଟେକ୍ନିସିଆନ୍ ଓ ଅନ୍ୟ ପଦବୀଗୁଡ଼ିକରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ମାର୍ଚ୍ଚ ୩୧ ଯାଏଁ ଆବେଦନ କରିପାରିବେ।

  • ଦେଶବ୍ୟାପି କୋଭିଡ୍-୧୯ର ମୁକାବିଲା କରିବା ପାଇଁ ଏହି ନିଯୁକ୍ତି ଦିଆଯାଉଛି।

ପଦବୀ

ଷ୍ଟାଫ୍ ନର୍ସ:

ଫାର୍ମାସିଷ୍ଟ:

ଲ୍ୟାବ୍ ଟେକ୍ନିସିଆନ:

healthworkers

ରେଡିଓଗ୍ରାଫର୍:

ଏମ.ପି.ଏଚ୍.ଡବ୍ଲୁ (ମହିଳା):

ଏମ.ପି.ଏଚ୍.ଡବ୍ଲୁ (ପୁରୁଷ):

ଆବେଦନ ପ୍ରକ୍ରିୟା- ପ୍ରାର୍ଥୀମାନେ ଇ ମେଲ ମାଧ୍ୟମରେ ନିଜର ଆବେଦନପତ୍ର ବା ବାୟୋଡାଟା ପଠାଇପାରିବେ।

ପଦବୀ ସଂମ୍ପର୍କିତ ଯୋଗ୍ୟତା, ଦରମା ଇତ୍ୟାଦି ବିଷୟରେ ଜାଣିବା ପାଇଁ nayagarh.nic.inରେ ଲଗ୍ଇନ୍ କରନ୍ତୁ।

source – www.chakiri.plus

Comment