ଓଡ଼ିଶାଲାଇଭ ବ୍ୟୁରୋ

କଟକରେ ସହରରେ ସଟ୍‌ଡାଉନ୍‌ ଅବଧି ବଢ଼ାଇଲା ସିଏମ୍‌ସି। ୧୦ ତାରିଖ ଯାଏ କଟକ ସଟ୍‌ଡାଉନ୍‌ ରହିବ। ଏହାସହ ଶନି ଓ ରବିବାର ପୂର୍ବଭଳି ସଟ୍‌ଡାଉନ୍‌ ରହିବ। ଚଳିତ ସପ୍ତାହଟି କଟକ ସହର ପୂରା ବନ୍ଦ ରହିବ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସହରକୁ ୮ ତାରିଖ ଯାଏ ସଟ୍‌ଡାଉନ୍‌ ଘୋଷଣା କରିଥିଲା ସିଏମ୍‌ସି। ଏହି ସଟ୍‌ଡାଉନ୍‌ ବେଳେ ଆଣ୍ଟିଜେନ୍‌ ଟେଷ୍ଟ କରିବାକୁ ଯୋଜନା କରିଥିଲା ପ୍ରଶାସନ। ହେଲେ ଟେଷ୍ଟିଂ ଶେଷ ହୋଇ ନଥିବାରୁ ୧୦ ତାରିଖ ଯାଏ ସଟ୍‌ଡାଉନ୍‌ ଅବଧି ବଢ଼ାଯାଇଛି।

Comment