ଓଡ଼ିଶାଲାଇଭ୍ ବ୍ୟୁରୋ

CHAKIRI_4ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ଅଧୀନରେ ଅବକାରୀ ବିଭାଗରେ ୩୪ଟି ସବ୍-ଇନ୍ସିପେକ୍ଟର ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଅନଲାଇନ ମାଧ୍ୟମରେ ସେପ୍ଟେମ୍ଵର ୧୫ ପୂର୍ବରୁ କରନ୍ତୁ ଆବେଦନ।

 

ପଦବୀ ନାମ – ଅବକାରୀ ସବ-ଇନ୍ସିପେକ୍ଟର

ପଦବୀ ସଂଖ୍ୟା  

  • SC- ୧୦
  • ST- ୧୨
  • UNRESERVED- ୧୨
  • ମୋଟ୍ ପଦବୀ ସଂଖ୍ୟା – ୩୪

ସ୍ଥାନ – କଟକ

ଆବେଦନ ପାଇଁ ଶେଷ ତାରିଖ – ୧୫ ସେପ୍ଟେମ୍ଵର ୨୦୨୦BGUଆବେଦନ ପାଇଁ ବୟସ ସୀମା –

  • ସର୍ବନିମ୍ନ ୨୧ ବର୍ଷ
  • ସର୍ବାଧିକ ୩୨ ବର୍ଷ

ବେତନ – ୧୦,୦୦୦(ମାସିକ)

ଆବେଦନ ଫି

  • ୨୦୦ ଟଙ୍କା
  • SC/ST/PWD ବର୍ଗର ଛାତ୍ରଛାତ୍ରୀମାନେ ମାଗଣାରେ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା

ଯେକୌଣସି ସ୍ଵୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

Comment