ଓଡ଼ିଶାଲାଇଭ୍ ବ୍ୟୁରୋ

 

ସ୍ମାର୍ଟଫୋନ୍‌ରେ ବଡ଼ ବ୍ୟାଟେରିର ଚାହିଦା ସବୁବେଳେ ରହିଥାଏ। ଅଧିକାଂଶ ଲୋକ ଫୋନ୍ କିଣିବା ବେଳେ ବ୍ୟାଟେରି ଓ କ୍ୟାମେରାକୁ ପ୍ରାଧାନ୍ୟ ଦେଇଥାନ୍ତି। ଗ୍ରାହକଙ୍କ ଏହି ଚାହିଦାକୁ ଦୃଷ୍ଟିରେ ରଖି ସାଓମି, ରିୟଲମି, ସାମସଙ୍ଗ, ମୋଟୋରୋଲା ପରି ସ୍ମାର୍ଟଫୋନ୍ କମ୍ପାନିଗୁଡ଼ିକ ୫୦୦୦ ଏମ୍‌ଏଏଚ୍ ବ୍ୟାଟେରି ଥିବା ଫୋନ୍‌କୁ ଖୁବ୍ କମ୍ ଟଙ୍କାରେ ଲଞ୍ଚ୍ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ସେହିଭଳି ୧୦ଟି ବେଷ୍ଟ ସ୍ମାର୍ଟଫୋନ୍ ବିଷୟରେ ଯାହାର ଦାମ୍ ୧୦,୦୦୦ ଟଙ୍କାରୁ ମଧ୍ୟ କମ୍।Moto E7 Plus

  • ମୂଲ୍ୟ- ୯,୪୯୯ ଟଙ୍କା
  • ରାମ୍- ୪ ଜିବି
  • ଷ୍ଟୋରେଜ୍- ୬୪ ଜିବି
  • ବ୍ୟାଟେରି- ୫୦୦୦ ଏମ୍‌ଏଏଚ୍
  • ରିୟର କ୍ୟାମେରା- ୪୮ MP + ୨ MP
  • ଫ୍ରଣ୍ଟ କ୍ୟାମେରା- ୮ MP

Infinix HOT 9

  • ମୂଲ୍ୟ- ୯,୪୯୯ ଟଙ୍କା
  • ରାମ୍- ୪ ଜିବି
  • ଷ୍ଟୋରେଜ୍- ୬୪ ଜିବି
  • ବ୍ୟାଟେରି- ୫୦୦୦ ଏମ୍‌ଏଏଚ୍
  • ରିୟର କ୍ୟାମେରା- ୧୩ MP + ୨ MP + ୨ MP + ଲୋ ଲାଇଟ୍
  • ଫ୍ରଣ୍ଟ କ୍ୟାମେରା- ୮ MP

Tecno spark go 2020

  • ମୂଲ୍ୟ- ୬,୪୯୯ ଟଙ୍କା
  • ରାମ୍- ୨ ଜିବି
  • ଷ୍ଟୋରେଜ୍- ୩୨ ଜିବି
  • ବ୍ୟାଟେରି- ୫୦୦୦ ଏମ୍‌ଏଏଚ୍
  • ରିୟର କ୍ୟାମେରା- ୧୩ MP + ଏଆଇ ଲେନ୍ସ
  • ଫ୍ରଣ୍ଟ କ୍ୟାମେରା- ୮ MP

Realme C3

  • ମୂଲ୍ୟ- ୯,୯୯୯ ଟଙ୍କା
  • ରାମ୍- ୪ ଜିବି
  • ଷ୍ଟୋରେଜ୍- ୬୪ ଜିବି
  • ବ୍ୟାଟେରି- ୫୦୦୦ ଏମ୍‌ଏଏଚ୍
  • ରିୟର କ୍ୟାମେରା- ୧୨ MP + ୨ MP
  • ଫ୍ରଣ୍ଟ କ୍ୟାମେରା- ୫ MP

Realme C12

  • ମୂଲ୍ୟ- ୮,୪୯୯ ଟଙ୍କା
  • ରାମ୍- ୩ ଜିବି
  • ଷ୍ଟୋରେଜ୍- ୩୨ ଜିବି
  • ବ୍ୟାଟେରି- ୬୦୦୦ ଏମ୍‌ଏଏଚ୍
  • ରିୟର କ୍ୟାମେରା- ୧୩ MP + ୨ MP + ୨ MP
  • ଫ୍ରଣ୍ଟ କ୍ୟାମେରା- ୫ MP

Realme C11

  • ମୂଲ୍ୟ- ୭,୪୯୯ ଟଙ୍କା
  • ରାମ୍- ୨ ଜିବି
  • ଷ୍ଟୋରେଜ୍- ୩୨ ଜିବି
  • ବ୍ୟାଟେରି- ୫୦୦୦ ଏମ୍‌ଏଏଚ୍
  • ରିୟର କ୍ୟାମେରା- ୧୩ MP + ୫ MP
  • ଫ୍ରଣ୍ଟ କ୍ୟାମେରା- ୫ MP

Redmi 9A

  • ମୂଲ୍ୟ- ୭,୮୭୦ ଟଙ୍କା
  • ରାମ୍- ୨ ଜିବି
  • ଷ୍ଟୋରେଜ୍- ୩୨ ଜିବି
  • ବ୍ୟାଟେରି- ୫୦୦୦ ଏମ୍‌ଏଏଚ୍
  • ରିୟର କ୍ୟାମେରା- ୧୩ MP
  • ଫ୍ରଣ୍ଟ କ୍ୟାମେରା- ୫ MP

Redmi 9i

  • ମୂଲ୍ୟ- ୮,୨୯୯ ଟଙ୍କା
  • ରାମ୍- ୪ ଜିବି
  • ଷ୍ଟୋରେଜ୍- ୬୪ ଜିବି
  • ବ୍ୟାଟେରି- ୫୦୦୦ ଏମ୍‌ଏଏଚ୍
  • ରିୟର କ୍ୟାମେରା- ୧୩ MP
  • ଫ୍ରଣ୍ଟ କ୍ୟାମେରା- ୫ MP

Redmi 8A

  • ମୂଲ୍ୟ- 7,୪୯୯ ଟଙ୍କା
  • ରାମ୍- ୨ ଜିବି
  • ଷ୍ଟୋରେଜ୍- ୩୨ ଜିବି
  • ବ୍ୟାଟେରି- ୫୦୦୦ ଏମ୍‌ଏଏଚ୍
  • ରିୟର କ୍ୟାମେରା- ୧୩ MP + ୨ MP
  • ଫ୍ରଣ୍ଟ କ୍ୟାମେରା- ୮ MP

Redmi 8

  • ମୂଲ୍ୟ- ୯,୯୯୯ ଟଙ୍କା
  • ରାମ୍- ୪ ଜିବି
  • ଷ୍ଟୋରେଜ୍- ୬୪ ଜିବି
  • ବ୍ୟାଟେରି- ୫୦୦୦ ଏମ୍‌ଏଏଚ୍
  • ରିୟର କ୍ୟାମେରା- ୧୨ MP + ୨ MP
  • ଫ୍ରଣ୍ଟ କ୍ୟାମେରା- ୮ MP

Comment