ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ସେନା ଅଧୀନରେ ସର୍ଟ ସର୍ଭିସ କମିସନରେ ୧୯୧ଟି ଟେକ୍ନିକାଲ ପଦବୀ ପାଇଁ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ନଭେମ୍ଵର ୧୨ ତାରିଖ ପୂର୍ବରୁ ଆବେଦନ କରିପାରିବେ।

ଆବେଦନ ଆରମ୍ଭ ତାରିଖ – ୧୪ ଅକ୍ଚୋବର ୨୦୨୦

ଆବେଦନ ପାଇଁ ଶେଷ ତାରିଖ – ୧୨ ନଭେମ୍ଵର ୨୦୨୦

ଆବେଦନ ପାଇଁ ବୟସ ସୀମା – ସର୍ବନିମ୍ନ ୨୧ ବର୍ଷରୁ ସର୍ବାଧିକ ୨୭ ବର୍ଷ

ଶିକ୍ଷାଗତ ଯୋଗ୍ୟତା – ଇଞ୍ଜିନିୟରିଂ କିମ୍ଵା ଟେକ୍ନୋଲୋଜିରେ ଗ୍ରାଜୁଏସନ୍ କରିଥିବା ଆବଶ୍ୟକ।

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

ଆବେଦନ କରିବା ପାଇଁ କ୍ଲିକ୍ କରନ୍ତୁ।

Comment