ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଅଧୀନରେ ବଲାଙ୍ଗିର ଏବଂ କେନ୍ଦୁଝର ଜିଲ୍ଲାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଜୁନିଅର କ୍ଲର୍କ କମ୍ ଆକାଉଣ୍ଟାଣ୍ଟ ପଦବୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି।

ପଦବୀ ସଂଖ୍ୟା

  • ବଲାଙ୍ଗିର – ୭ଟି
  • କେନ୍ଦୁଝର – ୧ଟି

ବୟସ ସୀମା – ସର୍ବନିମ୍ନ ୨୧ ବର୍ଷରୁ ସର୍ବାଧିକ ୩୨ ବର୍ଷ

ଆବେଦନ ପାଇଁ ଯୋଗ୍ୟତା

  • ଆବେଦନ କରୁଥିବା ପ୍ରାର୍ଥୀଜଣକ ଯେକୌଣସି ସ୍ଵୀକୃତିପ୍ରାପ୍ତ ମହାବିଦ୍ୟାଳୟ କିମ୍ଵା ବିଶ୍ଵବିଦ୍ୟାଳୟରୁ ବ୍ୟାଚେଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
  • ପ୍ରାର୍ଥୀଜଣଙ୍କର କମ୍ପ୍ୟୁଟର ଜ୍ଞାନ ସହିତ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଟାଲି ଜାଣିଥିବା ଆବଶ୍ୟକ।

ଆବେଦନ ପାଇଁ ଶେଷ ତାରିଖ

  • ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବଲାଙ୍ଗିର – ୨ ଡିସେମ୍ଵର ୨୦୨୦
  • ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କେନ୍ଦୁଝର – ୮ ଡିସେମ୍ଵର ୨୦୨୦

ଆବେଦନ ବାବଦରେ ଅଧିକ ଜାଣିବା ପାଇଁ ନିମ୍ନୋକ୍ତ ଲିଙ୍କ୍‌ରେ କ୍ଲିକ୍ କରନ୍ତୁ।

Comment