ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ବାୟୁସେନାରେ ବିଭିନ୍ନ ଟେକ୍ନିକାଲ ଏବଂ ନନ୍ ଟେକ୍ନିକାଲ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ଯୁବକ/ଯୁବତୀମାନେ ଡିସେମ୍ଵର ୩୦ ତାରିଖ ପୂର୍ବରୁ ଅନଲାଇନ୍‌ ଯୋଗେ ଆବେଦନ କରିପାରିବେ।

ଆବେଦନ ଆରମ୍ଭ – ୧ ଡିସେମ୍ଵର ୨୦୨୦

ଆବେଦନ ଶେଷ – ୩୦ ଡିସେମ୍ଵର ୨୦୨୦

ଆବେଦନ ପାଇଁ ବୟସ ସୀମା – ସର୍ବନିମ୍ନ ୨୦ ଏବଂ ସର୍ବାଧିକ ୨୬ ବର୍ଷପଦବୀ ସଂଖ୍ୟା

  • ଫ୍ଲାଇଙ୍ଗ୍ – ୬୯ଟି
  • ଗ୍ରାଉଣ୍ଡ ଡ୍ୟୁଟି (ଟେକ୍ନିକାଲ୍) – ୯୬ଟି
  • ଗ୍ରାଉଣ୍ଡ ଡ୍ୟୁଟି (ନନ୍‌ ଟେକ୍ନିକାଲ୍) – ୭୦ଟି
  • ଏନ୍‌ସିସି ସ୍ଵତନ୍ତ୍ର ଏଣ୍ଟ୍ରି – ଖାଲିପଡ଼ିଥିବା ପଦବୀର ୧୦ ପ୍ରତିଶତ

ଯୋଗ୍ୟତା

  • ଦଶମ ଏବଂ ଯୁକ୍ତ ଦୁଇ ପରୀକ୍ଷାରେ ଗଣିତ ଓ ପଦାର୍ଥ ବିଜ୍ଞାନ ବିଷୟରେ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।
  • ଇଞ୍ଜିନିୟରିଂ କିମ୍ଵା ଟେକ୍ନୋଲୋଜିରେ ବ୍ୟଚେଲର ଏବଂ ପୋଷ୍ଟ ଗ୍ରାଜୁଏଟ୍‌ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ଆବେଦନ ଫି – ୨୫୦ ଟଙ୍କା

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

ଆବେଦନ କରିବା ପାଇଁ କ୍ଲିକ୍ କରନ୍ତୁ।

Comment