ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ପାଇଁ ଆସନ୍ତା ୬ ତାରିଖରୁ ଫର୍ମପୂରଣ ଆରମ୍ଭ ହେବ। ଅନଲାଇନରେ ପ୍ରଥମେ ୬ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଏକ୍ସ ରେଗୁଲାର ପିଲାଙ୍କ ଫର୍ମପୂରଣ କରାଯିବ। ସେହିପରି ୧୩ରୁ ୨୪ ତାରିଖ ପର୍ଯ୍ୟନ୍ତ ରେଗୁଲାର ପିଲାଙ୍କର ଫର୍ମପୂରଣ କରାଯିବ।

ଉପରୋକ୍ତ  ସମୟସୀମୀ ଭିତରେ ଛାତ୍ରଛାତ୍ରୀ ଫର୍ମପୂରଣ କରିନପାରିଲେ ଜରିମାନା ଦେଇ ଫର୍ମପୂରଣ କରିବେ।

ଏପ୍ରିଲ ୨୯ରୁ ଯୁକ୍ତ ୨ ପିଲାଙ୍କର ପ୍ରାକ୍ଟିକାଲ ପରୀକ୍ଷା ଓ ଥିଓରି ପରୀକ୍ଷା ମେ’ ୧୫ରୁ ଆରମ୍ଭ ହେବ ବୋଲି କୁହାଯାଉଛି।

Comment